ETV Bharat / bharat

ମିଶିଲା ମନ,ଛିଣ୍ଡିଲା ଆସନ ଗଣିତ

ଶେଷରେ ମହାରାଷ୍ଟ୍ରରେ ଛିଣ୍ଡିଛି ଆସନ ଗଣିତ

author img

By

Published : Feb 18, 2019, 11:39 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

ମୁମ୍ବାଇ: ଶେଷରେ ମହାରାଷ୍ଟ୍ରରେ ଛିଣ୍ଡିଛି ଆସନ ଗଣିତ । ଶିବସେନା ଓ ବିଜେପି ମଧ୍ୟରେ ଆସନ ବୁଝାମଣା ହୋଇଯାଇଛି । ଉଭୟ ଲୋକସଭା ଓ ବିଧାନସଭା ପାଇଁ ଦୁଇ ଦଳଙ୍କ ମଧ୍ୟରେ ସିଟ ଗଣିତ ଛିଣ୍ଡିଛି ।

ଏହାକୁ ନେଇ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହା, ଶିବସେନା ମୁଖ୍ୟ ଉଦ୍ଧବ ଥାକରେ ଓ ମହାରଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏଥିରେ ନିଷ୍ପତି ନିଆଯାଇଛି ଯେ ଆସନ୍ତା ଲୋକସଭା ନିର୍ବାଚନରେ ଶିବସେନା ୨୩ଟି ଆସନରେ ଲଢ଼ିବାକୁ ଥିବାବେଳ ବିଜେପି ୨୫ଟି ଆସନରେ ନିର୍ବାଚନ ମୈଦାନରେ ଲଢ଼ିବ।

ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦଳ ପକ୍ଷରୁ କୁହାଯାଇଛି ଯେ ଦେଶର ହିତ ପାଇଁ ଓ ୨୦୧୯ରେ ଏନଡିଏ ଶାସନକୁ ଆସିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.