ETV Bharat / bharat

ପଞ୍ଚଭୂତରେ ଲୀନ ହେଲେ ଶୀଲା ଦୀକ୍ଷିତ

ଦିଲ୍ଲୀର ନିଗମ ବୋଧ ଘାଟରେ ହେଲା ଶୀଲା ଦୀକ୍ଷିତଙ୍କ ଅନ୍ତିମ ସଂସ୍କାର । ରାଜକୀୟ ସମ୍ମାନ ସହିତ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ଅନ୍ତିମ ବିଦାୟ ।

author img

By

Published : Jul 21, 2019, 4:31 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଦିଲ୍ଲୀର ନିଗମ ବୋଧ ଘାଟରେ ଅନ୍ତିମ ବିଦାୟ ଦିଆଯାଇଛି । ଏହି ଲୋକପ୍ରିୟ ନେତ୍ରୀଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ ନିଗମ ବୋଧ ଘାଟକୁ ନିଆଯାଇଥିଲା । ଏହି ସମୟରେ ଏକ ବିଶାଳ ଶୋଭାଯାତ୍ରାରର ଆୟୋଜନ ହୋଇଥିଲେ । ଯେଉଁଥିରେ ହଜାର ହଜାର ଲୋକ ସାମିଲ ହୋଇଥିଲେ ।

ଏହି ଅବସରରେ ପଣ୍ଡିତଙ୍କ ମନ୍ତ୍ରୋଚ୍ଚାରଣ ସହ ବିଭିନ୍ନ ଧର୍ମର ଧର୍ମଗ୍ରନ୍ଥ ପାଠ କରାଯାଇଥିଲା । ତାଙ୍କ ଶବାଧାରକୁ କାନ୍ଧେଇ ଜୁଇ ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ହିନ୍ଦୁ ପରମ୍ପରା ଅନୁସାରେ ଅଗ୍ନି ସଂଯୋଗ କରାଯାଇଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.