ETV Bharat / bharat

ୱିକିପିଡିଆରେ ସବୁଠାରୁ ଦୁର୍ନୀତିଗ୍ରସ୍ତ ନେତା ଶରଦ ପାୱାର

author img

By

Published : Mar 26, 2019, 5:37 PM IST

ୱିକିପିଡିଆରେ 'ରାଷ୍ଟ୍ରବାଦୀ କଂଗ୍ରେସ ଦଳ'ର ଅଧ୍ୟକ୍ଷ ରୁ 'ରାଷ୍ଟ୍ରବାଦୀ ଦୁର୍ନୀତି ଦଳ' ର ଅଧ୍ୟକ୍ଷ ହେଲେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶର ପ୍ରତି ଗଳିକନ୍ଦିରେନିର୍ବାଚନପ୍ରଚାର ତାତି । ସମସ୍ତ ରାଜନୈତିକ ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ବିରୋଧୀ ହୁଅନ୍ତୁ ବାଶାସକ ଦଳ ଜଣେ ରାଜନେତା ଅନ୍ୟଜଣଙ୍କୁ ନିଜ ପ୍ରଶ୍ନକାଠଗଡା ଭିତରେ ଟାଣିବାକୁ ଚେଷ୍ଟା କରୁଛନ୍ତି । ବାକଯୁଦ୍ଧ ଠୁଅଧିକ ସୋସିଆଲ ମିଡିଆରେ ରାଜନୀତି ଯୁଦ୍ଧ ଚାଲିଥିବା ଦେଖିବାକୁ ମିଳୁଛି । ତେବେ ଏହାର ପ୍ରଭାବ ଏବେ ୱିକିପିଡିଆରେ ମଧ୍ୟ ଦେଖିବାକୁ ମିଳିଲାଣି ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ୱିକିପିଡିଆ ତଥ୍ୟ ସହ ହେରଫେର କରାଯାଇଥିବା ଜଣା ପଡିଛି । 'ରାଷ୍ଟ୍ରବାଦୀ କଂଗ୍ରେସ ଦଳ'ର ଅଧ୍ୟକ୍ଷ କୁ ବଦଳାଇ 'ରାଷ୍ଟ୍ରବାଦୀ ଦୁର୍ନୀତି ଦଳ' ର ଅଧ୍ୟକ୍ଷ ବୋଲି ଲେଖାଯାଇଛି ତାଙ୍କ ୱିକିପିଡିଆ ତଥ୍ୟରେ । ତେବେ ଲୋକ ଲୋଚନକୁ ଆଣିବାକୁ ଏହି ଶବ୍ଦକୁ ଲାଲ ରଙ୍ଗରେ ଚିହ୍ନଟ ମଧ୍ୟ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.