ETV Bharat / bharat

ଦିନକରେ ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍ - ଭାଇରସ୍-ଟ୍ରାକିଂ

କୋରୋନା ଭାଇରସ୍-ଟ୍ରାକିଂ ମୋବାଇଲ୍ ଆପ୍ଲିକେସନ୍ ଆରୋଗ୍ୟ ସେତୁ ଆପ୍। ଗୋଟିଏ ଦିନର ବୈଷୟିକ ତ୍ରୁଟି ପରେ ପୁଣି ଥରେ କାର୍ଯ୍ୟକ୍ଷମ ହୋଇଛି।

ଦିନକରେ ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍
ଦିନକରେ ଠିକ୍ ହେଲା ଆରୋଗ୍ୟ ସେତୁ ଆପ୍
author img

By

Published : Jul 1, 2020, 2:18 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ୍-ଟ୍ରାକିଂ ମୋବାଇଲ୍ ଆପ୍ଲିକେସନ୍ ଆରୋଗ୍ୟ ସେତୁ ଆପ୍। ଏହି ଆପରେ ମଙ୍ଗଳବାର ବିଳମ୍ବିତ ରାତିରୁ କାର୍ଯ୍ୟକ୍ଷମରେ ତ୍ରୁଟି ଦେଖାଇଥିଲା। କିଛି ଉପଭୋକ୍ତା ଲଗ୍ ଇନ୍ କରିବାରେ ଅସୁବିଧା ହୋଇଥିବା ଅଭିଯୋଗ କରିଥିଲେ।

ତେବେ ମାତ୍ର ଦିନକ ଭିତରେ ବୁଧବାର ସକାଳେ ଏକ ବୈଷୟିକ ତ୍ରୁଟି ପରେ ପୁଣି ଆରୋଗ୍ୟ ସେତୁ ଆପ୍ କାର୍ଯ୍ୟକ୍ଷମ ଆରମ୍ଭ କରିଛି। ପୁଣି ଥରେ ଫେରିଲା ଆରୋଗ୍ୟ ଆପ୍। ଆପଣଙ୍କୁ ସୁସ୍ଥ ରଖିବା ସହ, ସମସ୍ତ ତଥ୍ୟ ସୁରକ୍ଷିତ ରହିଛି ବୋଲି ଟ୍ବିଟ କରି ଜଣାଇଛି।

  • The tech teams ensured that Setu is back to doing what it does the best - Keeping You Safe!!

    And yes, all user data is safe!!

    मैं सुरक्षित | हम सुरक्षित | भारत सुरक्षित

    — Aarogya Setu (@SetuAarogya) June 30, 2020 " class="align-text-top noRightClick twitterSection" data=" ">

ଏହି ଆପ ଇନଷ୍ଟଲ କରିଥିବା ୟୁଜର ମାନେ ଆପକୁ ଲଗ୍ ଇନ୍ କରିବା ବେଳେ ତ୍ରୁଟି ଦେଖାଉଥିଲା। "କିଛି ଉପଭୋକ୍ତା # ଆରୋଗ୍ୟ ସେତୁରେ ଲଗଇନ୍ ତ୍ରୁଟି ବିଷୟରେ ଜଣାଇଛନ୍ତି। ଆମର ବୌଷୟିକ ତ୍ରୁଟି ରହିଛି। ଆମେ ଶୀଘ୍ର ଫେରିଯିବା। ଅସୁବିଧା ପାଇଁ ଦୁଃଖିତ।" ସମସ୍ୟାଗୁଡିକ ସଂଶୋଧନ କରିବା ପରେ ଆରୋଗ୍ୟ ସେତୁ ଆପ୍ ଟ୍ୱିଟର ହ୍ୟାଣ୍ଡେଲ ପକ୍ଷରୁ ପ୍ରକାଶ ପାଇଥିଲା।

ଇଲେକ୍ଟ୍ରୋନିକ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା କୋଭିଡ୍ -19 କେସ୍ ଟ୍ରାକ୍ କରିବା ଏବଂ ଯୋଗାଯୋଗ ଅନୁସନ୍ଧାନ ପାଇଁ ଏହି ଆପ୍ ପ୍ରସ୍ତୁତ କରାଯାଇଥିଲା । 13.60 କୋଟିରୁ ଅଧିକ ଲୋକ ଏହି ଆପ୍ ଡାଉନଲୋଡ୍ କରିଛନ୍ତି। ଯେହେତୁ ଯାତ୍ରା ସମୟରେ ସରକାର ଏହାକୁ ଡାଉନଲୋଡ୍ କରିବାକୁ ବାଧ୍ୟତାମୂଳକ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.