ETV Bharat / bharat

ବିଏଚୟୁ ଗୁଳିକାଣ୍ଡ ଘଟଣା: 4 ଅଭିଯୁକ୍ତ ଅଟକ, କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡାକଡି

ମଙ୍ଗଳବାର ସନ୍ଧ୍ୟାରେ ବିଏଚୟୁ କ୍ୟାମ୍ପସରେ ଗୌରଭ ସିଂ ନାମକ ଏକ ଛାତ୍ରକୁ ଗୁଳିମାଡ ହୋଇଥିଲା । ପରେ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହେବାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆ ଯାଇଛି ।

author img

By

Published : Apr 3, 2019, 3:14 PM IST

ଫାଇଲ ଫଟୋ

ଲକ୍ଷ୍ନୌ: ଅଶାନ୍ତ ବିଏଚୟୁ । କ୍ୟାମ୍ପସରେ ମାଳମାଳ ପୋଲିସ । ମଙ୍ଗଳବାର ସନ୍ଧ୍ୟାରେ ବିଏଚୟୁ କ୍ୟାମ୍ପସରେ ଗୌରଭ ସିଂ ନାମକ ଏକ ଛାତ୍ରକୁ ଗୁଳିମାଡ ହୋଇଥିଲା । ପରେ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କର ମୃତ୍ୟୁ ହେବାପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆ ଯାଇଛି । ଗୁଳିକାଣ୍ଡରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରି ପୋଲିସ କ୍ରାଇମବ୍ରାଞ୍ଚର ପଚରାଉଚରା ଜାରି ।

ତେବେ ସୂଚନାନୁଯାୟୀ ଗତ ମଙ୍ଗଳବାର ଏମସିଏ ଛାତ୍ର ଗୌରଭ ସିଂ ୟୁନିଭର୍ସିଟି କମ୍ପ୍ଲେକ୍ସ ଭିତରେ ଥିବା ବିରଲା ହସଟେଲ ସାମନାରେ ଗପୁଥିଲେ । ଏତିକିବେଳେ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ କରି ଚାଲିଯାଇଥିଲେ । ତେବେ ବ୍ୟକ୍ତିଗତ କାରଣରୁ ଗୁଳିକାଣ୍ଡ ହୋଇଥିବା ଆଶଙ୍କା କରାଯାଉଥିଲା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

Intro:Body:

କେନ୍ଦ୍ରାପଡା: ଆଗାମୀ ନିର୍ବାଚନରେ ରାଜନଗରରୁ ବିଧାୟକ ପ୍ରାର୍ଥୀ ଭାବେ ଶଙ୍ଖ ଧରି ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି ଧୃବ ସାହୁ । ଗତ ନିର୍ବାଚନରେ ଅଳ୍ପ କିଛି ଭୋଟରେ ଅଂଶୁମାନ ମହାନ୍ତିଙ୍କଠାରୁ ଧୃବ ହାରିଥିବା ବେଳେ ଚଳିତବର୍ଷ ନିର୍ବାଚନ ପାଇଁ ସେ ଆରମ୍ଭ କରିଛନ୍ତି ପୂର୍ଣ୍ଣ ତୟାରି ।

ତେବେ ଧୃବଙ୍କର ନିର୍ବାଚନୀ ପ୍ରସ୍ତୁତିକୁ ନେଇ ନେତାଙ୍କୁ ପାଞ୍ଚୋଟି ପ୍ରଶ୍ନ କାର୍ଯ୍ୟକ୍ରମରେ ଆମେ ତାଙ୍କୁ ସ୍ବାଗତ କରିଥିଲୁ ।  

ନିର୍ବାଚନୀ ମଣ୍ଡଳୀ ମଧ୍ୟ ଦେଇ ଓଡ଼ିଶାର ସମସ୍ତ ନଦୀର ଜଳରାଶି ବଙ୍ଗୋପସାଗର ସହ ମିଶିଥାଏ । ତେଣୁ ଏଠାରେ ବିକାଶ ଅପରିହାର୍ଯ୍ୟ ହୋଇପଡିଥିବା ବେଳେ କ୍ଷମତାକୁ ଆସିଲେ ଏହାର ସମାଧାନ ହେବା ସହ ରାଦନଗରବାସୀଙ୍କୁ ସେମାନଙ୍କ ଅଧିକାର ଦେବା ପାଇଁ ଧୃବ ପ୍ରକାଶ କରିଛନ୍ତି । ସେହିପରି ଅଞ୍ଚଳରେ ଥିବା ଦୀର୍ଘସ୍ଥାୟୀ ସମସ୍ୟାଗୁଡିକ ଉପରେ ଗୁରୁତ୍ବାରୋପ କରିବା ପାଇଁ ମଧ୍ୟ ସେ ପ୍ରକାଶ କରିଛନ୍ତି ।

ରାଜନଗରରେ ଥିବା ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ଅସୁବିଧାକୁ ଦୂର କରିବା ପାଇଁ ସେ ଅଗ୍ରାଧୀକାର ଭାବେ କାମ କରିବେ ବୋଲି କହିଛନ୍ତି । ତେବେ ଭାବ ଗ୍ରବଣ ନହୋଇ ବାସ୍ତବତାକୁ ଗ୍ରହଣ କରି ସେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା କଥା ନିଜ ସ୍ଲୋଗାନ ଆକାରରେ କହିବେ ବୋଲି ପ୍ରକାଶ କରିଛନ୍ତି । 

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.