ETV Bharat / bharat

କର୍ଣ୍ଣାଟକ ବିଧାନସଭା ନିକଟରେ ଲାଗିବ 144 ଧାରା - କର୍ଣ୍ଣାଟକ ବିଧାନସଭା ନିକଟରେ ଲାଗିବ 144 ଧାରା

ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ ବିଧାନସଭା ନିକଟରେ ଶୁକ୍ରବାର 144 ଧାରା ଲଗାଯିବା ନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ 2ରେ ଆରମ୍ଭ ହେଉଛି ବଜେଟ ଅଧିବେଶନ । ଅଧିକ ପଢନ୍ତୁ...

section 144 near karnataka vidan soudha
ଫାଇଲ ଫଟୋ
author img

By

Published : Feb 29, 2020, 9:50 AM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ କର୍ଣ୍ଣାଟକ ବିଧାନସଭା ନିକଟରେ ଶୁକ୍ରବାର 144 ଧାରା ଲଗାଯିବା ସୂଚନା ଦେଇଛନ୍ତି । ମାର୍ଚ୍ଚ 2ରେ ଆରମ୍ଭ ହେଉଛି ବଜେଟ ଅଧିବେଶନ । ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି ବିଧାନସଭାର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିବ ଧାରା 144 ।

ମାର୍ଚ୍ଚ 2 ରୁ 31 ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକର ବଜେଟ ଅଧିବେଶନ । ଏହି ସମୟରେ ବିଧାନସଭା ନିକଟବର୍ତ୍ତୀ ଅଞ୍ଚଳରେ 4ଜଣରୁ ଅଧିକ କୌଣସି ବାହାର ବ୍ୟକ୍ତି ରହିପାରିବେ ନାହିଁ । ପୋଲିସ କମିଶନରଙ୍କ କହିବାନୁସାରେ, ବଜେଟ ଅଧିବେଶନ ସମୟରେ ବିଧାନସଭା ସାମ୍ନାରେ ବିରୋଧ ପ୍ରଦର୍ଶନ ହେବାର ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.