ETV Bharat / bharat

ୟୁପି ଗୌତମବୁଦ୍ଧ ନଗରରେ ଏପ୍ରିଲ 30 ଯାଏଁ 144 ଧାରା ଲାଗୁ - ଉତ୍ତରପ୍ରଦେଶ ଗୌତମବୁଦ୍ଧରେ144 ଧାରା

ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ କୋରୋନା ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏପ୍ରିଲ 30 ଯାଏଁ 144 ଧାରା ଲାଗୁ କରିଛନ୍ତି ।

corona
ୟୁପି ଗୌତମବୁଦ୍ଧ ନଗରରେ ଏପ୍ରିଲ 30 ଯାଏଁ 144 ଧାରା ଲାଗୁ
author img

By

Published : Apr 5, 2020, 4:47 PM IST

ଲକ୍ଷ୍ନୌ: ସମଗ୍ର ଦେଶରେ ଆତଙ୍କ ଖେଳାଇଛି କୋରୋନା ଭାଇରସ । ଏହି କ୍ରମରେ ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ କୋରୋନା ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏପ୍ରିଲ 30 ଯାଏଁ 144 ଧାରା ଲାଗୁ କରିଛନ୍ତି ।

ଉତ୍ତରପ୍ରଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 253 ଥିବାବେଳେ କେବେଳ ଗୌତମବୁଦ୍ଧ ନଗରରେ ଆକ୍ରାନ୍ତଙ୍କ ସଂଖ୍ୟା 50 ପାର କରିଛି । ତେଣୁ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 3030 କୋରୋନା ଆକ୍ରାନ୍ତ ରହିଛନ୍ତି । ଏହାଛଡା କୋରୋନା କାରଣରୁ ଏପର୍ଯ୍ୟନ୍ତ ମୋଟ 77 ଜଣ ପ୍ରାଣ ହରାଇଛନ୍ତି। ଏଥିସହ 266 ଜଣ ସୁସ୍ଥ ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.