ETV Bharat / bharat

ନୋଏଡା ଗସ୍ତରେ ଯୋଗୀ; ଲାଗୁ ହେଲା ଧାରା 144, ଡ୍ରୋନ ବ୍ୟାନ୍ - UP CM Yogi Adityanath's visit to Noida

ଯୋଗୀଙ୍କ ଦୁଇଦିନିଆ ନୋଏଡା ଗସ୍ତ। ଏହି ଗସ୍ତ ସମୟରେ ସହରର ସେକ୍ଟର 39 ରେ ଏକ ନୂତନ କୋଭିଡ୍ 19 ସରକାରୀ ଡାକ୍ତରଖାନାର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏନେଇ ସହରରେ ଧାରା 144 ଲାଗୁ କରାଯାଇଛି।

ଯୋଗୀଙ୍କ ନୋଇଡା ଗସ୍ତ, ଲାଗୁ ହେଲା ଧାରା 144 ଓ ଡ୍ରୋନ ବ୍ୟାନ୍

author img

By

Published : Aug 7, 2020, 12:30 PM IST

ଲକ୍ଷ୍ନୌ: ଯୋଗୀଙ୍କ ଦୁଇଦିନିଆ ନୋଏଡା ଗସ୍ତ। ଏହି ଗସ୍ତ ସମୟରେ ସହରର ସେକ୍ଟର 39 ରେ ଏକ ନୂତନ କୋଭିଡ୍ 19 ସରକାରୀ ଡାକ୍ତରଖାନାର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ଏନେଇ ଗୌତମ ବୁଦ୍ଧନଗର କର୍ତ୍ତୃପକ୍ଷ ଶୁକ୍ରବାର ଓ ଶନିବାର ପର୍ଯ୍ୟନ୍ତ ଦୁଇ ଦିନ ପର୍ଯ୍ୟନ୍ତ ଯାନବାହନ କିମ୍ବା ଡ୍ରୋନ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ ସହରରେ ଧାରା 144 ଲାଗୁ କରିଛନ୍ତି। COVID-19 ସରକାରୀ ଡାକ୍ତରଖାନାର ଉଦଘାଟନ ପାଇଁ ଯିବା ସମୟରେ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସିଏମ୍ ଯୋଗୀ ଅଗଷ୍ଟ 6 ରେ ତାଙ୍କ ବାସଭବନରେ ଏକ ଉଚ୍ଚ ସ୍ତରୀୟ ଅନଲକ୍ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏବଂ କାନପୁର ନଗର, ଝାନ୍ସୀ, ବାରାଣାସୀ ଜିଲ୍ଲାରେ କୋଭିଡ୍ 19ର ଚିକିତ୍ସା ତଥା ନିୟନ୍ତ୍ରଣରେ ଉନ୍ନତି ଆଣିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଯୋଗୀଙ୍କ ନୋଇଡା ଗସ୍ତ, ଲାଗୁ ହେଲା ଧାରା 144 ଓ ଡ୍ରୋନ ବ୍ୟାନ୍
ଯୋଗୀଙ୍କ ନୋଇଡା ଗସ୍ତ, ଲାଗୁ ହେଲା ଧାରା 144 ଓ ଡ୍ରୋନ ବ୍ୟାନ୍

ଏହାସହ ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ ତଥା ସପ୍ଲିମେଣ୍ଟ ପାଇଁ କାନପୁର ନଗରରେ କ୍ୟାମ୍ପ କରିବାକୁ ସଞ୍ଜୟ ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଏବଂ କିଙ୍ଗ ଜର୍ଜ ମେଡିକାଲ୍ ୟୁନିଭରସିଟିର ବିଶେଷଜ୍ଞ ଦଳ ପଠାଇବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।

ଉତ୍ତରପ୍ରଦେଶରେ ସମୁଦାୟ କୋଭି଼ଡ୍ ମାମଲା ବର୍ତ୍ତମାନ 1,08,614 ରେ ପହଞ୍ଚିଛି। ଯେଉଁଥିରେ 43,654 ସକ୍ରିୟ ମାମଲା, 63,402 ପୁନରୁଦ୍ଧାର ଏବଂ 1,918 ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିଶ୍ଚିତ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.