ETV Bharat / bharat

ନିର୍ଭୟା ମାମଲା: କାଲି ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ନେଇ ସୁପ୍ରିମକୋର୍ଟରେ ଶୁଣାଣି

author img

By

Published : Feb 24, 2020, 7:39 PM IST

ନିର୍ଭୟା ମାମଲାରେ ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି । ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦାଏର କରିଥିବା ଆବେଦନର ହେବ ଶୁଣାଣି । ଅଧିକ ପଢନ୍ତୁ...

Ministry of Home Affairs petition
ଫାଇଲ ଫଟୋ

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ସୁପ୍ରିମକୋର୍ଟରେ ଆସନ୍ତାକାଲି (ମଙ୍ଗଳବାର) ହେବ ଶୁଣାଣି । ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି । ଜଷ୍ଟିସ ଆର ଭାନୁମତିଙ୍କ ନେତୃତ୍ବରେ ହେବ ଶୁଣାଣି ।

4 ଦୋଷୀଙ୍କୁ ଅଲଗା ଅଲଗା ଭାବେ ଫାଶୀ ଦେବାନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା । ତେବେ ଏନେଇ ମଙ୍ଗଳବାର ଶୁଣାଣି କରିବେ ସୁପ୍ରିମକୋର୍ଟ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.