ETV Bharat / bharat

କର୍ଣ୍ଣାଟକ ଯୁବକଙ୍କ କମାଲ୍, ଆବର୍ଜନାରୁ ପ୍ରସ୍ତୁତ କଲେ ବିଜ୍ଞାନ ସାମଗ୍ରୀ - ବିଜ୍ଞାନ ସାମଗ୍ରୀ

ବିଭିନ୍ନ ଆବର୍ଜନା ଜିନିଷରୁ ସୁନ୍ଦର କଳାକୃତି କରିଥିବା ଆମେ ଦେଖିଛୁ ମାତ୍ର ଆବର୍ଜନାରୁ ବିଜ୍ଞାନ କଥା କେବେ ଶୁଣିନଥିବେ । କର୍ଣ୍ଣାଟକର ଜଣେ ଯୁବକ ପ୍ଲାଷ୍ଟିକ୍ ବୋତଲରୁ ବିଜ୍ଞାନ ସୃଷ୍ଟି କରୁଛନ୍ତି ।

ଆବର୍ଜନାରୁ ପ୍ରସ୍ତୁତ କଲେ ବିଜ୍ଞାନ ସାମଗ୍ରୀ
ଆବର୍ଜନାରୁ ପ୍ରସ୍ତୁତ କଲେ ବିଜ୍ଞାନ ସାମଗ୍ରୀ
author img

By

Published : Oct 28, 2020, 3:25 PM IST

ବେଙ୍ଗାଲୁରୁ: ବିଭିନ୍ନ ଆବର୍ଜନା ଜିନିଷରୁ ସୁନ୍ଦର କଳାକୃତି କରିଥିବା ଆମେ ଦେଖିଛୁ ମାତ୍ର ଆବର୍ଜନାରୁ ବିଜ୍ଞାନ କଥା କେବେ ଶୁଣିନଥିବେ । କର୍ଣ୍ଣାଟକର ଜଣେ ଯୁବକ ପ୍ଲାଷ୍ଟିକ୍ ବୋତଲରୁ ବିଜ୍ଞାନ ସୃଷ୍ଟି କରୁଛନ୍ତି । ଏହାସହ ସେ ଯୁବପିଢିଙ୍କୁ ବୈଜ୍ଞାନିକ କୌଶଳ ମଧ୍ୟ ଶିଖାଉଛନ୍ତି ।

କର୍ଣ୍ଣାଟକ ଯୁବକଙ୍କ କମାଲ୍, ଆବର୍ଜନାରୁ ପ୍ରସ୍ତୁତ କଲେ ବିଜ୍ଞାନ ସାମଗ୍ରୀ

ଉନାକଲ ସହରର ବାସିନ୍ଦା ଶିବାନନ୍ଦ ଚାଲାଭାଡି ଅଗସ୍ତ୍ୟା ଫାଉଣ୍ଡେସନରେ ମୁଖ୍ୟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ବିଜ୍ଞାନ କ୍ଷେତ୍ରରେ ବେଶ୍ ଆଗ୍ରହୀ । ସେ 200ରୁ ଅଧିକ ବୋତଲ ବ୍ୟବହାର କରିଛନ୍ତି ଏବଂ ଅନେକ ବୈଜ୍ଞାନିକ ସାମଗ୍ରୀର ଉଦଭାବନ କରିଛନ୍ତି । 40ରୁ ଅଧିକ ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରିବା ପରେ ଅପ୍ଟିକାଲ୍ ଲାଇଟ୍, ମୋସନ୍ ଷ୍ଟ୍ରେଟ୍ ଲାଇନ, ନ୍ୟୁଟନଙ୍କ କାର୍, ଅପ୍ଟିକ୍ସ, ମାଧ୍ୟାକର୍ଷଣ କେନ୍ଦ୍ର, ପାସ୍କାଲ୍ ନିୟମ, ବର୍ନୁଲି ନୀତି, ଇଞ୍ଜିନ ଏବଂ ବିଦ୍ୟୁତ୍ ସହିତ ବିଭିନ୍ନ ବୈଜ୍ଞାନିକ ଉପକରଣ ପ୍ରସ୍ତୁତ କରିଛନ୍ତି ।

ସେ କହିଛନ୍ତି, ସେ ଏହା ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି । ସେମାନଙ୍କୁ ବିଜ୍ଞାନ ପଢିବାରେ ସହଜ ହେବ ଓ ସେମାନେ ଅଧିକ ଜ୍ଞାନ ଆହରଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.