ETV Bharat / bharat

କର୍ଣ୍ଣାଟକରେ ଅକ୍ଟୋବର 15ଯାଏଁ ସ୍କୁଲ କଲେଜ ବନ୍ଦ

author img

By

Published : Sep 30, 2020, 7:43 PM IST

କୋରୋନା କବଳରେ ଏବେ ସାରା ବିଶ୍ବ । ତେଣୁ ଦେଶରେ ମାର୍ଚ୍ଚ ମାସଠାରୁ ସବୁ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରାଯାଇଥିବା ବେଳେ କର୍ଣ୍ଣାଟକରେ ଅକ୍ଚୋବର 15ଯାଏଁ ଖୋଲିବନି ସ୍କୁଲ କଲେଜ ।

Schools, colleges will be closed till october 15th in karnataka
କର୍ଣ୍ଣାଟକରେ ଅକ୍ଚୋବର 15ଯାଏଁ ଖୋଲିବନି ସ୍କୁଲ କଲେଜ

ବେଙ୍ଗାଲୁରୁ: କୋରୋନା ମହାମାରୀ ପାଇଁ କର୍ଣ୍ଣାଟକ ସରକାର ଆଜି ରାଜ୍ୟରେ ଅକ୍ଟୋବର 15ଯାଏଁ ସ୍କୁଲ କଲେଜ ବନ୍ଦ ରହିବା ନେଇ ଘୋଷଣା କରୁଛନ୍ତି ।

ଦିନକୁ ଦିନ କୋରୋନା ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଛି । ଗତ ମାର୍ଚ୍ଚ ମାସଠାରୁ ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଥିଲା । କୋରୋନା ସ୍ଥିତି ସୁଧୁରିଲେ ସ୍କୁଲ କଲେଜକୁ ଖୋଲିବା ପାଇଁ ନିଷ୍ପତି ହୋଇଥିଲା ମାତ୍ର ସ୍ଥିତିରେ ସୁଧାର ନଆସିବାରୁ ପୁଣି ଆକ୍ଚୋବର 15ଯାଏଁ ସ୍କୁଲ କଲେଜଗୁଡିକୁ ବନ୍ଦ କରିଦିଆଯାଇଛି ।

ତେବେ ସ୍ଥିତିରେ ସୁଧାର ଆସିଲେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି କହିଛନ୍ତି କର୍ଣ୍ଣାଟକ ସରକାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.