ETV Bharat / bharat

ଯବାନ ପାଳିଲେ ରାକ୍ଷୀ ପୂର୍ଣ୍ଣିମା, ଭଉଣୀ ସାଜିଲେ ସ୍କୁଲଛାତ୍ରୀ - Indian jawans

ଜମ୍ମୁ-କାଶ୍ମୀରର ଉଧମପୁର ଏବଂ କଠୁଆରେ କୁନି କୁନି ସ୍କୁଲଛାତ୍ରୀ ଆଇଟିବିପି ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 14, 2019, 7:04 PM IST

ଶ୍ରୀନଗର: ଖାଲି ପଡିନାହିଁ ଜମ୍ମୁ-କାଶ୍ମୀରରେ ନିୟୋଜିତ ଯବାନଙ୍କ ହାତ । ସେମାନଙ୍କ ଭଉଣୀଙ୍କ ସ୍ଥାନରେ ରାକ୍ଷୀ ବାନ୍ଧିଛନ୍ତି କୁନି କୁନି ସ୍କୁଲଛାତ୍ରୀ । ଜମ୍ମୁ-କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ସେଠାରେ ଧାରା 144 ଲଗାଯାଇଛି । ତେଣୁ ସେଠାରେ ନିୟୋଜିତ ଯବାନଙ୍କୁ ତାଙ୍କ ଭଉଣୀମାନେ କୌଣସି ମାଧ୍ୟମରେ ମଧ୍ୟ ରାକ୍ଷୀ ପଠାଇ ପାରିବେ ନାହିଁ । ଏଥିଯୋଗୁଁ ସେମାନଙ୍କ ହାତ ଚଳିତ ରାକ୍ଷୀ ପୂର୍ଣ୍ଣିମାରେ ଖାଲି ରହିଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କୁନି କୁନି ସ୍କୁଲଛାତ୍ରୀ ଚଳିତ ବର୍ଷ ସେମାନଙ୍କୁ ରାକ୍ଷୀ ବାନ୍ଧି ଭଉଣୀର ସ୍ଥାନ ପୂରଣ କରିଛନ୍ତି ।

ଉଧମପୁର ଜିଲ୍ଲାରେ ସ୍କୁଲଛାତ୍ରୀ ମାନେ ଆଇଟିବିପି ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଆଇଟିବିପିର 13 ତମ ବାଟାଲିଅନର ଯବାନଙ୍କୁ ରାକ୍ଷୀ ବାନ୍ଧି ବେଶ ଖୁସ ମଧ୍ୟ ଏହି କୁନିକୁନି ପିଲା । ସେହିପରି କଠୁଆ ଜିଲ୍ଲାରେ ମଧ୍ୟ ସ୍କୁଲ ଛାତ୍ରୀ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ଖୁସି ବାଣ୍ଟିଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.