ETV Bharat / bharat

ନୂଆଦିଲ୍ଲୀରେ ସ୍କୁଲ ବସ ଦୁର୍ଘଟଣା, 6 ଛାତ୍ର ଆହତ

author img

By

Published : Jan 23, 2020, 8:58 AM IST

ନୂଆଦିଲ୍ଲୀରେ ସ୍କୁଲ ବସ ଦୁର୍ଘଟଣା । 6 ଜଣ ଛାତ୍ର ଆହତ । ମେଡିକାଲରେ ଭର୍ତ୍ତି ।

school bus accident
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନାରୈନା ଅଞ୍ଚଳରେ ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ । 6 ଜଣ ଛାତ୍ର ଆହତ । ମେଡିକାଲରେ ଭର୍ତ୍ତି ।

ସକାଳୁ ସ୍କୁଲ ବସଟି ସ୍କୁଲ ଅଭିମୁଖେ ଯାଉଥିବା ସମୟରେ ଅନ୍ୟ ଏକ ବସରେ ପିଟି ହେବାଫଳରେ ଏପରି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ସ୍କୁଲ ବସଟି ଓଲଟି ପଡିଥିବା ଦେଖିବାକୁ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.