ETV Bharat / bharat

ଶ୍ରାବଣ ତୃତୀୟ ସୋମବାର; ରାମଶ୍ବରପୀଠରେ ଶ୍ରାବଣରେ ଜଳାଭିଷେକ ମନା - ଶ୍ରାବଣ ତୃତୀୟ ସୋମବାର

ଭିନ୍ନ ପରମ୍ପରା ପ୍ରଚଳିତ ହୋଇଆସୁଛି ବୌଦ୍ଧରେ ଥିବା ରାମେଶ୍ବର ଶୈବପୀଠରେ। ଏଠାରେ ଲିଙ୍ଗକୁ ଶ୍ରାବଣ ସୋମବାରରେ ଜଳାଭିଷେକ କରାଯାଏ ନାହିଁ । ଅନ୍ୟ ସମସ୍ତ ମନ୍ଦିରରେ କେବଳ ବେଲପତ୍ର ଓ ଫୁଲ ସହ ପୂଜାର୍ଚ୍ଚନା କରାଯାଇଥାଏ ।

ଫଟୋ ସୌଜନ୍ୟ: ପ୍ରତିନିଧି ବୌଦ୍ଧ
author img

By

Published : Aug 5, 2019, 2:16 PM IST

ବୌଦ୍ଧ: ଆଜି ହେଉଛି ଶ୍ରାବଣ ମାସର ତୃତୀୟ ସୋମବାର। ଏନେଇ ସମସ୍ତ ଶୈବପୀଠରେ କାଉଡିଆଙ୍କ ଭିଡ । ସମସ୍ତ ଶୈବପୀଠରେ କାଉଡିଆ ଓ ଶ୍ରଦ୍ଧାଳୁ ଜଳାଭିଷେକ କରିଛନ୍ତି। କିନ୍ତୁ ଓଡିଶାରେ ଏମିତି ଏକ ପ୍ରାଚୀନ ଶୈବପୀଠ ରହିଛି ଯେଉଁଠାରେ ଲିଙ୍ଗକୁ ଶ୍ରାବଣ ସୋମବାରରେ ଜଳାଭିଷେକ କରାଯାଏ ନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ବୌଦ୍ଧ

ଏହି ଭିନ୍ନ ପରମ୍ପରା ବୌଦ୍ଧରେ ଥିବା ରାମେଶ୍ବର ଶୈବପୀଠରେ ପ୍ରଚଳିତ। ଏକାଦଶ ରୁଦ୍ରଙ୍କ ବିଜେସ୍ଥଳୀ ଭାବରେ ପରିଚିତ ଏହି ପ୍ରାଚୀନ ଶୈବପୀଠରେ କେବଳ ରାମେଶ୍ବରଙ୍କ ଠାରେ ଜଳାଭିଷେକ କରାଯାଇଥାଏ । ଅନ୍ୟ ସମସ୍ତ ମନ୍ଦିରରେ କେବଳ ବେଲପତ୍ର ଓ ଫୁଲ ସହ ପୂଜାର୍ଚ୍ଚନା କରାଯାଇଥାଏ । ସୋମବାର ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ କୋଣରୁ କାଉଡିଆ ଓ ଶ୍ରଦ୍ଧାଳୁ ଏହି ପବିତ୍ର ଶୈବପୀଠରେ ପହଞ୍ଚି ବେଲପତ୍ର ଦେଇ ନୀଳକଣ୍ଠଙ୍କୁ ଆରାଧନା କରିଥିଲେ। ହେଲେ ଶୈବପୀଠରେ ଜଳାଭିଷେକ ହୁଏନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ହଜାରେ ବର୍ଷରୁ ଉର୍ଦ୍ଧ୍ବ ର ପ୍ରାଚୀନ ଶୈବପୀଠ ।ହେଲେ ଏଠାରେ ଲିଙ୍ଗକୁ ଶ୍ରାବଣ ସୋମବାର ରେ ଜଳାଭାଷେକ କରାଯାଏ ନାହିଁ ।ଏଭଳି କିଛି ପରମ୍ପରା ପ୍ରାଚୀନ କାଳରୁ ପ୍ରଚଳିତ ।
ଶ୍ରାବଣ ମାସର ତୃତୀୟ ସୋମବାର ରେ ସବୁଠାରେ ଥିବା ଶୈବପୀଠ ରେ କାଉଡିଆ ଓ ଶ୍ରଦ୍ଧାଳୁ ଜଳାଭାଷେକ କରିଛନ୍ତି । କିନ୍ତୁ ବୌଦ୍ଧ ରେ ଥିବା ରାମେଶ୍ୱର ଶୈବପୀଠ ରେ ଟିକେ ଭିନ୍ନ ପରମ୍ପରା ପ୍ରଚଳିତ ।ଏକାଦଶ ରୁଦ୍ରଙ୍କ ବିଜେସ୍ଥଳୀ ଭାବରେ ପରିଚିତ ଏହି ପ୍ରାଚୀନ ଶୈବପୀଠ ରେ କେବଳ ରାମେଶ୍ୱର ଙ୍କ ଠାରେ ଜଳାଭିଷେକ କରାଯାଇଥାଏ ।ଅନ୍ୟ ସମସ୍ତ ମନ୍ଦିର ରେ କେବଳ ବେଲପତ୍ର ଓ ଫୁଲ ସହ ପୂଜାର୍ଚ୍ଚନା କରାଯାଇଥାଏ ।ସୋମବାର ଜିଲ୍ଲା ତଥା ଓଡ଼ିଶାର ବିଭିନ୍ନ କୋଣରୁ କାଉଡିଆ ଓ ଶ୍ରଦ୍ଧାଳୁ ଏହି ପବିତ୍ର ଶୈବପୀଠ ରେ ପହଞ୍ଚି ବେଲପତ୍ର ଦେଇ ନୀଳକଣ୍ଠ ଙ୍କୁ ଆରାଧନା କରିଥିଲେ ।

Body:ଶୈବପୀଠ ରେ ହୁଏନାହିଁ ଜଳାଭିଷେକ ।

Conclusion:ବାଇଟ-୧-ସୁରେନ୍ଦ୍ର ବନଛୋର,କାଉଡିଆ, ବରଗଡ଼
ବାଇଟ-୨-ସଞ୍ଜୁକ୍ତା ପଣ୍ଡା, ଶ୍ରଦ୍ଧାଳୁ
ବାଇଟ-୩-ନୀଳକଣ୍ଠ ବେହେରାମାଳୀ,ପୂଜକ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.