ETV Bharat / bharat

ସିଏଏ ଉପରେ ପ୍ରତିକ୍ରିୟା ରଖିଲେ ସତ୍ୟ ନାଡେଲା - caa protest

ସିଏଏକୁ ନେଇ ପ୍ରତିକ୍ରିୟା ରଖିଲେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା। ଏନେଇ ହିଂସାକାଣ୍ଡକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସେ। ଅଧିକ ପଢନ୍ତୁ...

satya nadella says amended citizebship law is bad
ଫାଇଲ ଫଟୋ
author img

By

Published : Jan 14, 2020, 11:57 AM IST

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ(ସିଏଏ) ଉପରେ ପ୍ରତିକ୍ରିୟା ରଖିଛନ୍ତି ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା। ସମଗ୍ର ଦେଶରେ ସିଏଏ ଲାଗୁ ହୋଇଗଲାଣି, ହେଲେ ଏବେ ମଧ୍ୟ ଏହାକୁ ନେଇ ହିଂସାକାଣ୍ଡ ହେଉଥିବାର ଦେଖିବାକୁ ମିଳୁଛି। ଦେଶର ଏଭଳି ସ୍ଥିତି ନେଇ ଦୁଃଖ ପ୍ରକାଶ କରିଛନ୍ତି ମାଇକ୍ରୋସଫ୍ଟ ସିଇଓ।

ବଜ ଫିଡର ମୁଖ୍ୟ ଏଡିଟର ବେନ ସ୍ମିଥଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି, ଯାହା ହେଉଛି ତାହା ନିଶ୍ଚିତ ଭାବେ ଦୁଃଖଦାୟକ । ମୁଁ ଜଣେ ବାଂଲାଦେଶୀଙ୍କୁ ଭାରତରେ ଦେଖିବାକୁ ଚାହେଁ, ଯିଏ ନିଜର ସକ୍ରିୟ ଯୋଗଦାନ ଦ୍ବାରା ଇନଫୋସିସର ସିଇଓ ହେବେ। ପ୍ରସିଦ୍ଧ ଇତିହାସକାର ରାମଚନ୍ଦ୍ର ଗୁହା ନାଡେଲାଙ୍କ ଏହି ମନ୍ତବ୍ୟକୁ ସ୍ବାଗତ କରିଛନ୍ତି। ସେ ଯାହା ଅନୁଭବ କରନ୍ତି ତାହା ପ୍ରକାଶ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.