ETV Bharat / bharat

ସାରଦା ଚିଚଫଣ୍ଡ ଘୋଟଲା: ଜମାକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା - kolkatta

2013 ମସିହାରେ ପଶ୍ଚିମବଙ୍ଗରେ ହୋଇଥିବା ବହୁଚର୍ଚ୍ଚିତ ସାରଦା ଚିଟଫଣ୍ଡ ଦୁର୍ନୀତି ସହ ଜଡିତ ଏକ ଆବେଦନର ଶୁଣାଣି କରିବାକୁ ସୋମବାର ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ସାରଦା ଚିଟଫଣ୍ଡ କମ୍ପାନୀରେ ପୁଞ୍ଜି ନିବେଶ କରିଥିବା ନିବେଶକଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା।

ଫାଇଲ ଫଟୋ
author img

By

Published : Feb 11, 2019, 3:34 PM IST

କୋଲକାତା: ଚିଟଫଣ୍ଡ କେଳେଙ୍କାରୀକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପଡୋଶୀ ପଶ୍ଚିମବଙ୍ଗ ରାଜନୀତି। ଯାହାର ପ୍ରଭାବ ଚଳିତବର୍ଷ ହେବାକୁ ଲୋକସଭା ନିର୍ବାଚନରେ ପଡିବାର ସମ୍ଭାବନା ଉଜ୍ୱଳ ହୋଇଉଠିଲାଣି। ଏହାକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଏବଂ ବିରୋଧି ବିଜେପି ମୁହାଁମୁହିଁ ହୋଇଛନ୍ତି। ସଦ୍ୟ ଏଭଳି ଏକ ସମାନ ଧରଣର ମାମଲାରେ ସୋମବାର ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।

2013 ମସିହାରେ ପଶ୍ଚିମବଙ୍ଗରେ ହୋଇଥିବା ବହୁଚର୍ଚ୍ଚିତ ସାରଦା ଚିଟଫଣ୍ଡ ଦୁର୍ନୀତି ସହ ଜଡିତ ଏକ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଏହି ଆବେଦନ ସାରଦା ଚିଟଫଣ୍ଡ କମ୍ପାନୀରେ ପୁଞ୍ଜି ନିବେଶ କରିଥିବା ନିବେଶକଙ୍କ ପକ୍ଷରୁ ଦାଏର କରାଯାଇଥିଲା।

ଏ ଘଟଣା ବର୍ତ୍ତମାନ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସାରଦା ଚିଟଫଣ୍ଡ ଦୁର୍ନୀତିରେ ଜଡିତ ଥିବା ଅଭିଯୋଗରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ପଚରାଉଚରା କରିବାକୁ କୋଲକାତାରେ ପହଞ୍ଚିଥିଲା। ମାତ୍ର ପଶ୍ଚିମବଙ୍ଗ ପୋଲିସ ସବିଆଇ ଅଧିକାରୀଙ୍କୁ ସେଠାରେ ଅଟକ ରଖିଥିଲ। ଏ ଘଟଣା ଝଡ ଭଳି ସମଗ୍ର ଦେଶରେ ବ୍ୟାପି ଯାଇଥିଲା।

ସାରଦା ଚିଟଫଣ୍ଡ ଘୋଟାଲାର ପ୍ରମାଣ ନଷ୍ଟ କରିବା ଅଭିଯୋଗ, କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ବିରୋଧରେ ରହିଥିଲ। ତାଙ୍କୁ ଛାଡି ପଶ୍ଚିମବଙ୍ଗରେ କ୍ଷମତାସୀନ ଶାସକ ତୃଣମୂଳ କଂଗ୍ରେସର ଅନେକ ନେତା ଏବଂ ଦଳୀୟ ସାଂସଦ କୁନାଲ ଘୋଷ ଏଥିରେ ଜଡିତ ଥିବାର ଅଭିଯୋଗ ଆସିଛି।

ଚିଟଫଣ୍ଡ ଘୋଟାଲା ଘଟଣାରେ ଟିଏମସି ସାଂସଦ ଏବଂ କୋଲକାତା ପୋଲିସ କମିଶନରଙ୍କୁ ପଚରାଉଚରା କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସବିଆଇ ଚିଟଫଣ୍ଡ ଘୋଟଲାର ତଦନ୍ତ କରୁଛି। ଆଜିକୁ(ସୋମବାର) ମିଶାଇ କ୍ରମାଗତ ଭାବେ ତୃତୀୟ ଦିନରେ ପୋଲିସ କମିଶନ ରାଜୀବ କୁମାରଙ୍କୁ ଜେରା କରୁଛି ସିବିଆଇ।

undefined

ଭୁବନେଶ୍ୱର:ଆରମ୍ଭ ହେଲା ହିରୋ ଗୋଲଡ଼ କପ ମହିଳା ଫୁଟବଲ ପ୍ରତିଯୋଗିତା।4 ଦେଶୀୟ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚରେ ମ୍ୟାନମାର ନେପାଳକୁ 3-0 ଗୋଲ ରେ ପରାସ୍ତ କରିଛି।
 ଉଲ୍ଲେଖଯୋଗ୍ୟ କି ମ୍ୟାନମାର, ଭାରତ,ନେପାଳ ଓ ଇରାନ 4ଦେଶୀୟ ଆମନ୍ତ୍ରଣିୟ ଟୁର୍ଣ୍ଣାମେଣ୍ଟ ଭାରତୀୟ ଫୁଟବଲ ଫେଡରେସନ ଓ ଓଡିଶା ସରକାରଙ୍କ ସହଯୋଗରେ କଳିଙ୍ଗ ଷ୍ଟାଡିୟମ ରେ ଆଜି ଆରମ୍ଭ ହୋଇଛି।ଅପରାହ୍ନ 4 ଟାରେ ଆରମ୍ଭ ହୋଇଥିବା ଏହି ମ୍ୟାଚରେ   ଖିନ ମୋଏ ୱାଇ ଖେଳର 44 ମିନିଟରେ ପ୍ରଥମ ଗୋଲ ସ୍କୋର କରିବାକୁ ସକ୍ଷମ ହୋଇଥିଲେ।ପରେ ପରେ ୱଇନ ଥେଇଙ୍ଗି 53 ମିନିଟରେ ଆଉ ଏକ ଗୋଲ ଦେଇ ଦଳର ସ୍କୋର 2-0କରିବା ସହିତ ଦଳର ସ୍ଥିତି ମଜବୁତ କରିଥିଲେ।ନେପାଳ ପକ୍ଷରୁ  ସ୍ଥିତି ବରାବର କରିବାକୁ ଜୋରଦାର ସଂଘର୍ଷ କରିଥିଲେ ହେଁ କୌଣସି ଗୋଲ ସ୍କୋର କରିପାରି ନ ଥିଲେ।ପରେ ଖେଳର 69 ମିନିଟରେ ମ୍ୟାନମାର ର ଖିନ ମୋଏ  ୱାଇ ଆଉ ଏକ ଗୋଲ ଦେଇ ଦଳକୁ 3-0ରେ ଆଗୁଆ ରଖିଥିଲେ।ତେବେ ଖେଳା ଶେଷ ପର୍ଯ୍ୟନ୍ତ ନେପାଳ ପକ୍ଷରୁ କେହି ଗୋଟିଏ ହେଲେ ବି ଗୋଲ ଦେଇ ପାରି ନ ଥିଲେ।ତେଣୁ ଦଳକୁ 3-0ରେ ପରାଜୟର ସାମ୍ନା କରିବାକୁ ପଡିଥିଲା।
Laxmikanta das
Bhubaneswar
Visual already sent by WhatsApp
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.