ETV Bharat / bharat

ଭିଜିଲାନ୍ସ କମିଶନର ମୁଖ୍ୟ ଭାବେ ଶପଥ ନେଲେ ସଞ୍ଜୟ କୋଠାରୀ

author img

By

Published : Apr 25, 2020, 12:11 PM IST

ଭିଜିଲାନ୍ସ କମିଶନର ମୁଖ୍ୟ ଭାବେ ଶପଥ ନେଲେ ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ କୋଠାରୀ ।

sanjay kothari
ଭିଜିଲାନ୍ସ କମିଶନର ମୁଖ୍ୟ ଭାବେ ଶପଥ ନେଲେ ସଞ୍ଜୟ କୋଠାରୀ

ନୂଆଦିଲ୍ଲୀ: ଭିଜିଲାନ୍ସ କମିଶନର ମୁଖ୍ୟ ଭାବେ ଶପଥ ନେଲେ ସଞ୍ଜୟ କୋଠାରୀ । ରାଷ୍ଟ୍ରପତି ଭବନରେ ଭିଜିଲାନ୍ସ କମିଶନର ମୁଖ୍ୟ ଭାବେ ଶପଥ ନେଲେ ବରିଷ୍ଠ ଆଇଏଏସ ଅଫିସର ସଞ୍ଜୟ କୋଠାରୀ । ଏହି ଶପଥ ପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଉପସ୍ଥିତ ଥିଲେ ।

ତେବେ ଉପସ୍ଥିତ ଥିବା ସମସ୍ତ ମନ୍ତ୍ରୀ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.