ETV Bharat / bharat

ସାନିଟାଇଜ ହେଲା ବାରଣାସୀ - Sanitisation

କୋରୋନା କବଳରୁ ରାଜ୍ୟକୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥୁବାବେଳେ, ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀଙ୍କ ଦ୍ବାରା ସମଗ୍ର ରାଜ୍ୟକୁ ଜୀବାଣୁ ମୁକ୍ତ ପାଇଁ ସ୍ପ୍ରେ କରାଯାଉଛି । ଅଧିକ ପଢନ୍ତୁ...

municipal corporation
ବାରାଣାସୀରେ ସମଗ୍ର ଅଞ୍ଚଳକୁ କରାଯାଉଛି ଜୀବାଣୁ ମୁକ୍ତ
author img

By

Published : Apr 14, 2020, 9:56 AM IST

ଲକ୍ଷ୍ନୌ: ଦେଶରେ ଏବେ ସାଙ୍ଘାତିକ ହେବାରେ ଲାଗିଛି କୋରୋନା ସ୍ଥିତି । ଦିନକୁ ଦିନ ବେଲଗାମ ହୋଇଯାଇଛି ରୋପୋନା ଭାଇରସ । ବିଭିନ୍ନ ସଚେତନତା ଓ ପ୍ରତିଷେକ ସତ୍ତ୍ବେ କୋଣସି ପରିବର୍ତ୍ତନ ଘଟୁଥିବା ଦେଖିବାକୁ ମିଳୁନାହିଁ । ଯାହା ଏବେ ସମସ୍ତ ଦେଶବାସୀଙ୍କ ଚିନ୍ତାର କାରଣ ପାଲଟିଛି । ତେବେ ଅନ୍ୟ ରାଜ୍ୟ ପରି ଉତ୍ତରପ୍ରଦେଶରେ ମଧ୍ୟ ଏହାର ଭୟାବହତା ଦେଖିବାକୁ ମିଳିଛି ।

ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯାଉଛି । ସେହିପରି ମଙ୍ଗଳବାର ସକାଳୁ କୋରୋନା ଭାଇରସ ପ୍ରତି ପ୍ରତିଷେଧକ ବ୍ୟବସ୍ଥା ଭାବରେ ବାରାଣାସୀର ଗୋଡୋଲିଆ ଚୌକରେ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀଙ୍କ ଦ୍ବାରା ସାନିଟାଇଜେସନ୍ କରାଯାଉଛି ।

ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 558 ଛୁଇଁଥିବାବେଳେ, ଏଥିରେ 5 ଜଣଙ୍କର ପ୍ରାଣହାନୀ ଘଟିଛି । ଆଉ 49 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.