ETV Bharat / bharat

ବଢୁଛି ବିଜେପିର ବିଜୟୀ ତାଲିକା, ଜିତିଲେ ସାକ୍ଷୀ ମହାରାଜ, ରାଜନାଥ ସିଂ - Singh

ଦେଶର ସର୍ବାଧିକ ଲୋକସଭା ସିଟ୍‌ (80) ଉତ୍ତରପ୍ରଦେଶରେ ବିଜେପିର ଦବଦବା ଜାରି ରହିଛି । ଉତ୍ତର ପ୍ରଦେଶରେ ସାକ୍ଷୀ ମହାରାଜ ଓ ରାଜନାଥ ସିଂ ବିଜୟ ଲାଭ କରିଛନ୍ତି ।

ଫାଇଲ ଫଟୋ
author img

By

Published : May 23, 2019, 3:32 PM IST

ଲକ୍ଷ୍ନୌ: ଫଇସଲା ଦିନରେ ବିଜେପିକୁ ମିଳୁଛି ବିପୁଳ ବିଜୟ । ଫାଇନାଲ ମ୍ୟାଚରେ ଫଳାଫଳ ବିଜେପି ସପକ୍ଷରେ ଯାଇଛି। ଦେଶର ସର୍ବାଧିକ ଲୋକସଭା ସିଟ୍‌ (80) ଉତ୍ତରପ୍ରଦେଶରେ ବିଜେପିର ଦବଦବା ଜାରି ରହିଛି । ଉତ୍ତର ପ୍ରଦେଶରେ ସାକ୍ଷୀ ମହାରାଜ ଓ ରାଜନାଥ ସିଂ ବିଜୟ ଲାଭ କରିଛନ୍ତି ।

ଉତ୍ତରପ୍ରଦେଶର ଉନ୍ନାବ ଲୋକସଭା ଆସନରୁ ସାକ୍ଷୀ ମହାରାଜ ବିଜୟ ଲାଭ କରିଛନ୍ତି । ସେହିଭଳି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଲକ୍ଷ୍ନୌ ଲୋକସଭା ଆସନରେ ବିଜୟ ଟୀକା ପିନ୍ଧିଛନ୍ତି ।

ଉନ୍ନାଓ ଲୋକସଭା ଆସନରୁ ଅନ୍ନୁ ଟଣ୍ଡନ କଂଗ୍ରେସ ପକ୍ଷରୁ ଓ ଅରୁଣ ଶଙ୍କର ଶୁକ୍ଲା ଏସପି-ବିଏପି ମହାମେଣ୍ଟରୁ ନିର୍ବାଚନ ଲଢୁଥିଲେ । ସେହିପରି ଲକ୍ଷ୍ନୌ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ରହିଥିବା ବେଳ ମହାମେଣ୍ଟରୁ ପୁନମ ସିହ୍ନା ନିର୍ବାଚନ ଲଢୁଥିଲେ । ଏହି ଦୁଇଟି ହାଇଭୋଲଟେଜ୍‌ ସିଟ୍‌ରୁ ବେଜେପି ଜିତିଛି ।

ସୂଚନା ଯୋଗ୍ୟ ଯେ ଉତ୍ତରପ୍ରଦେଶ ସମସ୍ତ 80ଟି ଲୋକସଭା ସିଟ୍‌ରୁ 62ଟିରେ ବିଜେପି ଟ୍ରେଣ୍ଡ କରୁଛି ଓ 2ଟି ସିଟ୍‌ରେ ବିଜୟ ହାସଲ କରିଛି ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.