ETV Bharat / bharat

ପଦଯାତ୍ରା କରି ଭାରତ ଭ୍ରମଣ - ପଦଯାତ୍ରା କରି ଭାରତ ଭ୍ରମଣ କରୁଛନ୍ତି ରଦର

ଇଂଲଣ୍ଡ ମଞ୍ଚେଷ୍ଟରର ରଦର ନାମକ ଜଣେ ବ୍ୟକ୍ତି ପଦଯାତ୍ରା କରି ଭାରତ ଭ୍ରମଣ କରୁଛନ୍ତି । ସେ ଭାରତର ପଶ୍ଚିମରୁ ପୂର୍ବତଟ ପର୍ଯ୍ୟନ୍ତ ପଦଯାତ୍ରା କରି ଭ୍ରମଣ କରୁଛନ୍ତି ।

foot trip in india
ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Dec 9, 2019, 12:08 PM IST

ଅମରାବତୀ: ପଦ ଯାତ୍ରା କରି ଆପଣ କେତେ ଦୂର ଅତିକ୍ରମ କରିପାରିବେ । ଏକ କିଲୋମିଟର, ଦୁଇ କିଲୋମିଟର ଅଧିକରୁ ଅଧିକ ହେଲେ 5 କିମି ପର୍ଯ୍ୟନ୍ତ । କିନ୍ତୁ ହଜାର ହଜାର କିମି ରାସ୍ତା ଚାଲିଚାଲି ଅତିକ୍ରମ କରିବା ସମ୍ପର୍କରେ ଆପଣ ଭାବି ମଧ୍ୟ ପାରିବେ ନାହିଁ । ହେଲେ ଇଂଲଣ୍ଡ ମଞ୍ଚେଷ୍ଟରର ରଦର ନାମକ ଜଣେ ବ୍ୟକ୍ତି ପଦଯାତ୍ରା କରି ଭାରତ ଭ୍ରମଣ କରୁଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ରଦର ଗୋଆରେ କାର୍ଯ୍ୟ କରନ୍ତି । ସେ ଭାରତର ପଶ୍ଚିମରୁ ପୂର୍ବତଟ ପର୍ଯ୍ୟନ୍ତ ପଦଯାତ୍ରା କରି ଭ୍ରମଣ କରୁଛନ୍ତି । ଏହି କ୍ରମରେ ସେ ଆଜି ଆନ୍ଧ୍ର ପ୍ରଦେଶର କୁରନୁଲରେ ପହଞ୍ଚିଛନ୍ତି । ଏଠାରେ ସେ ନିଜ ଯାତ୍ରା ସମ୍ପର୍କରେ ଆମ ଇଟିଭି ଭାରତ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି । ସେ କହିଛନ୍ତି, ମୋତେ ଦୁଃସାହସିକ ଯାତ୍ରା କରିବା ଖୁବ ଭଲ ଲାଗେ । ଏହା ବ୍ୟତୀତ ମୁଁ ଭାରତର କଳା ଏବଂ ସଂସ୍କୃତି ସମ୍ପର୍କରେ ଭଲ ଭାବରେ ଜାଣିବାକୁ ଚାହୁଁଛି । ତେଣୁ ମୁଁ ପଦଯାତ୍ରା କରି ଭାରତ ଭ୍ରମଣ କରୁଛି ।'

Intro:Body:

Ruther, from Manchester, England has started foot trip in India.  He is employed in Goa. The trip will run from west to east coast. He reached Kurnool today and spoke to ETV BHARAT. In his words about his trip .. '' I like adventures. I also want to know about Indian culture and traditions. That is why I am doing this travel. The people here are very supportive of me. There is a need to know about the customs here'' ”Ruther said.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.