ETV Bharat / bharat

ରାମଲଲାଙ୍କ ଭୂମି ପୂଜନ: ରଙ୍ଗୋଲିରେ ସଜେଇ ହେଲା ଆରଏସଏସ କାର୍ଯ୍ୟାଳୟ

author img

By

Published : Aug 5, 2020, 10:40 AM IST

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ ଅବସରରେ ବୁଧବାର ନାଗପୁରର ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁଖ୍ୟାଳୟ ସମ୍ମୁଖରେ ଏକ ବିଶାଳ ରଙ୍ଗୋଲି ପ୍ରସ୍ତୁତ କରାଯାଇଛି।

RSS headquarters
ଭୂମି ପୂଜନ ଅବସରରେ ସଜେଇ ହେଲା ଆରଏସଏସ ମୁଖ୍ୟାଳୟ

ମୁମ୍ବାଇ:ସଜେଇ ହେଲା ଆରଏସଏସ ମୁଖ୍ୟାଳୟ । ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ ଅବସରରେ ବୁଧବାର ନାଗପୁରର ରାଷ୍ଟ୍ରୀୟ ସ୍ବଂୟସେବକ ସଂଘର ମୁଖ୍ୟାଳୟ ସମ୍ମୁଖରେ ଏକ ବିଶାଳ ରଙ୍ଗୋଲି ପ୍ରସ୍ତୁତ କରାଯାଇଛି।

ଗତ କିଛି ବର୍ଷ ଧରି ଆରଏସଏସ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ଆଗକୁ ଆସିଥିଲେ । ଏହି ଅବସରରେ ରାମ ଭକ୍ତଙ୍କ ସମେତ ଆରଏସଏସର ବହୁ ବର୍ଷର ଇଚ୍ଛା ପୂର୍ଣ୍ଣ ହୋଇଛି । ଯାହାକୁ ନେଇ ଆରଏସଏସ ମୁଖ୍ୟାଳୟ ସମ୍ମୁଖରେ ଏକ ବିରାଟ ରଙ୍ଗୋଲି ପ୍ରସ୍ତୁତ କରାଯାଇଛି ।

ଅଯୋଧ୍ୟାରେ ଚାଲିଥିବା ଉତ୍ସବରେ ସିଧାସଳଖ ଅଂଶଗ୍ରହଣ କରିପାରୁ ନଥିବାରୁ ନାଗପୁରରେ ରାମ ଭକ୍ତଙ୍କ ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.