ETV Bharat / bharat

ବର୍ଜ୍ୟବସ୍ତୁ ସଂଗ୍ରହ କରୁଥିବା ବୃଦ୍ଧାଙ୍କ ଘରୁ ମିଳିଲା ଲକ୍ଷାଧିକ ଟଙ୍କା - ଘରୋଇ ବର୍ଜ୍ୟବସ୍ତୁ

ଚେନ୍ନାଇରେ ରାସ୍ତା କଡରେ ରହୁଥିବା ଜଣେ ମହିଳାଙ୍କ ଘରୋଇ ବର୍ଜ୍ୟବସ୍ତୁରୁ ମିଳିଲା 2ଲକ୍ଷରୁ ଉର୍ଦ୍ଧ୍ବ ରାଶି । ସେଥିରେ ପ୍ରାୟ 40,000 ଟଙ୍କା ରହିଥିଲା ଯାହା ବିମୁଦ୍ରୀକରଣ ସମୟରେ ବ୍ୟାନ କରାଯାଇଥିଲା ।

ବିମୁଦ୍ରୀକରଣ
ବିମୁଦ୍ରୀକରଣ ବିମୁଦ୍ରୀକରଣ
author img

By

Published : Aug 14, 2020, 5:07 PM IST

ଚେନ୍ନାଇ: ରାସ୍ତା କଡରେ ରହୁଥିବା ଜଣେ ମହିଳାଙ୍କ ଘରୋଇ ବର୍ଜ୍ୟବସ୍ତୁରୁ ମିଳିଲା 2ଲକ୍ଷରୁ ଉର୍ଦ୍ଧ୍ବ ରାଶି । ସେଥିରେ ପ୍ରାୟ 40,000 ଟଙ୍କା ରହିଥିଲା ଯାହା ବିମୁଦ୍ରୀକରଣ ସମୟରେ ବ୍ୟାନ କରାଯାଇଥିଲା ।

ଚେନ୍ନାଇ ଓଟେରୀ ସତ୍ୟଭାନିମୁଥୁ ନଗର ହାଉସିଂ ବୋର୍ଡର ରାଜେଶ୍ବରୀ (65), ପ୍ରଭାବତୀ(57) ନିଜ ଅଞ୍ଚଳର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରି ପେଟ ପୋଷନ୍ତି । ଗତମାସରେ ପ୍ରଭାବତୀଙ୍କୁ ଫୁଟପାଥରୁ ଏକ ମୃତଦେହ ମିଳିଥିଲା । ପୋଲିସ ସହାୟତରେ ତାକୁ ପୋତି ଦେଇଥିଲେ । ତେବେ ସେହି ସମୟରେ 2 ଅସହାୟ ଭଉଣୀ ପୋଲିସକୁ କଥା କଥାରେ କହିଥିଲେ ସେମାନଙ୍କ ଘରେ ଥାଇ ମଧ୍ୟ ଘରେ ସ୍ଥାନ ନାହିଁ ରହିବାକୁ । ତେବେ ତାଙ୍କ ଘରେ ଥିବା ବର୍ଜ୍ୟବସ୍ତୁ ସଫା କରିବା ସମୟରେ ପୋଲିସକୁ ମିଳିଥିଲା 2ଲକ୍ଷରୁ ଅଧିକ ଟଙ୍କା । ସେଥିରେ ରହିଥିଲା 40 ହଜାର ପାଖାପାଖି 500 ଓ 1000 ନୋଟ୍ । ଯାହା ବର୍ତ୍ତମାନ ଅଚଳ । ଏଥିସହ 7 ପାଉଣ୍ଡର ସୁନା ଅଳଙ୍କାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.