ETV Bharat / bharat

ନୋଏଡାରୁ 1000 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଡ୍ରଗ୍ସ ଜବତ

ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା NCB 1000 କୋଟିରୁ ଅଧିକ ଟଙ୍କାର ସୁଡୋଏଫେଡ୍ରିନ ଡ୍ରଗ୍ସକୁ ଜବତ କରିଛି ।

author img

By

Published : May 12, 2019, 2:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୋଏଡା: ଗ୍ରେଟର ନୋଏଡା ଅଞ୍ଚଳରେ ଦେଶର ସବୁଠୁ ବଡ ଡ୍ରଗ୍ସ ନିୟନ୍ତ୍ରଣକାରୀ ସଂସ୍ଥା (NCB) 1000 କୋଟିରୁ ଅଧିକ ଟଙ୍କାର ସୁଡୋଏଫେଡ୍ରିନ ଡ୍ରଗ୍ସକୁ ଜବତ କରିଛି । ଏପର୍ଯ୍ୟନ୍ତ ଏହା ଦେଶର ସବୁଠୁ ବଡ ରେଡ୍ ବୋଲି କୁହାଯାଉଛି ।

ଡ୍ରଗ୍ସ ମିଳିବା ଘଟଣାରେ NCB ଦୁଇ ଜଣ ନାଇଜେରିଆନ ନାଗରିକ ଏବଂ ଜଣେ ଦକ୍ଷିଣ ନୋଆଫ୍ରିକାର ନାଗରିକକୁ ଗିରଫ କରିଛି ।

ଡ୍ରଗ୍ସର ଆନୁମାନିକ ମୂଲ୍ୟ 1000 କୋଟିରୁ ଅଧିକ ହୋଇଥିବାବେଳେ ଡ୍ରଗ୍ସ ମିଳିଥିବା ଘର ଜଣେ ଆଇପିଏସ ଅଫିସରଙ୍କର ହୋଇଥିବା ଜଣାପଡିଛି ।

ନୋଏଡାରେ ହୋଇଥିବା ଏହି ରେଡ ବିଗତ ତିନି ବର୍ଷରେ ପୃଥିବୀର ସବୁଠୁ ଅଧିକ ଓ ଭାରତର ସବୁଠୁ ବଡ ଡ୍ରଗ୍ସ ରେଡ ବୋଲି NCB ଆଞ୍ଚଳିକ ନିର୍ଦ୍ଦେଶକ ମାଧବ ସିଂହ ସୂଚନା ଦେଇଛନ୍ତି ।

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.