ETV Bharat / bharat

ଚେନ୍ନାଇ ମଧ୍ୟ କୈଳାସ ଜଙ୍କସନରେ 6 ଫୁଟର ଗର୍ତ୍ତ - hole

ବ୍ୟସ୍ତ ବହୁଳ ମଧ୍ୟ ଚେନ୍ନାଇ କୈଳାସ ଜଙ୍କସନର ରାସ୍ତା ମଝିରେ 6 ଫୁଟର ଗାତ । ଗୁରୁବାର ସକାଳୁ ହଠାତ ସୃଷ୍ଟି ହୋଇଥିଲା ଏହି ଗର୍ତ୍ତ ।

ଫଟୋ ସୌଜନ୍ୟ : ଏଏନଆଇ
author img

By

Published : Jun 13, 2019, 5:10 PM IST

ଚେନ୍ନାଇ : ତାମିଲନାଡୁର ବ୍ୟସ୍ତ ବହୁଳ ମଧ୍ୟ କୈଳାସ ଜଙ୍କସନର ରାସ୍ତା ମଝିରେ 6 ଫୁଟର ଗାତ । ଗୁରୁବାର ସକାଳୁ ଯାନବାହାନ ଚଳାଚଳ ସବୁଦିନ ପରି ଚାଲିଥିଲା । ହେଲେ ହଠାତ ରାସ୍ତାର କିଛି ଅଂଶ ଭୁଷୁଡି ପଡିଥିଲା । ଆଉ ଭୟଭୀତ ହୋଇଯାଇଥିଲେ ଲୋକେ ।

ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ସେହି ଅଞ୍ଚଳକୁ ବ୍ୟାରିକେଡ ଲଗାଇ ଯାନବାହନ ଚଳାଚଳ ବନ୍ଦ କରିଛି । ଅଣ୍ଡର ଗ୍ରାଉଣ୍ଡ ଡ୍ରେନେଜ ଯୋଗୁଁ ରାସ୍ତାରେ ଏଭଳି ଫାଟ ଦେଖାଦେଇଥିବା ସନ୍ଦେହ କରାଯାଉଛି ।

ପୂର୍ବରୁ ମେଟ୍ରୋ ରେଳ କାମକୁ ନେଇ ଏଭଳି ଘଟଣା ସାମନାକୁ ଆସିଥିଲା । ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି । 2015ରେ ପ୍ରବଳବର୍ଷା ଯୋଗୁଁ ମଧ୍ୟ କୈଳାସ ରାସ୍ତାରେ ହୋଇଥିଲା ଗର୍ତ୍ତ । ଗତବର୍ଷ ଜାନୁୟାରୀ ମାସରେ ଆନ୍ନା ସରାଇ ଡିଏମଏସ ଜଙ୍କସନରେ 10 ଫୁଟର ଗାତ ହୋଇଥିଲା ।

Intro:କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ପହଂଗା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦେଢଶୁର ନିଜ ଭାଇ ବୋହୁ କୁ ମରଣାନ୍ତକ ଆକ୍ରମଣ କରିଛନ୍ତି।ଦେଢଶୁର ର ଭୁଜାଲି ମାଡରେ ଭାଇବୋହୂ ଗୁରୁତ୍ୱର ହୋଇଛନ୍ତି।ସୂଚନା ଅନୁଯାୟୀ ଅନେକ ଦିନ ହେଲା ବଡ଼ଭାଇ ଗଣେଶ୍ୱର ବାରିକ ଓ ସାନଭାଇ ଯୋଗେଶ୍ୱର ବାରିକ ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ବିଳମ୍ବିତ ରାତିରେ ଭାଇ ବୋହୁ କାଦମ୍ବିନୀ ବାରିକଙ୍କୁ ଏକୁଟିଆ ପାଇ ଦେଢଶୁର ଗଣେଶ୍ୱର ବାରିକ, ଭୁଜାଲି ରେ
କାଦମ୍ବିନୀ ଙ୍କ ବେକ ଓ ମୁହଁ କୁ ଆକ୍ରମଣ କରିଥିଲେ।ଭୁଜାଲି ମାଡରେ ଗୁରୁତ୍ୱର ହୋଇ କାଦମ୍ବିନୀ ଚିତ୍କାର କରିବାରୁ ଘଟଣାସ୍ଥଳରୁ ଦେଢଶୁର ଫେରାର ହୋଇଯାଇଥିଲେ।ଚିକ୍ତାର ଶୁଣି ସ୍ଥାନୀୟ ବାସିନ୍ଦା ପହଞ୍ଚି, ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କାଦମ୍ବିନୀ କୁ ପ୍ରଥମେ ନିଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନେଇଥିଲେ ।ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ଘଟଣାରେ ନିଆଳି ପୋଲିସ କାହାକୁ ଗିରଫ କରିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।Body:No needConclusion:No need

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.