ETV Bharat / bharat

ରାଜସ୍ଥାନରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; 7 ମୃତ

ରାଜସ୍ଥାନର ଚୁରୁ ଜିଲ୍ଲାରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଛି। ଏ ଘଟଣାରେ ଅନେକ ଆହତ ହୋଇଥିବା ସୂଚନା। ଏକ ଭ୍ୟାନକୁ ଟ୍ରକ ପିଟିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏ ଘଟଣାରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟ।

author img

By

Published : Jan 20, 2020, 9:43 AM IST

Updated : Jan 20, 2020, 10:29 AM IST

road accident in Rajasthan
ରାଜସ୍ଥାନର ଚୁରୁରେ ସଡକ ଦୁର୍ଘଟଣା; 7 ମୃତ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଜୟପୁର: ରାଜସ୍ଥାନର ଚୁରୁ ଜିଲ୍ଲାରେ ହୋଇଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଛି। ଏ ଘଟଣାରେ ଅନେକ ଆହତ ହୋଇଥିବା ସୂଚନା। ଏକ ଭ୍ୟାନକୁ ଟ୍ରକ ପିଟିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। ଏ ଘଟଣାରେ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲଟ। ସୋମବାର ସକାଳେ ଚୁରୁର ସାଲାସର ଅଞ୍ଚଳରେ ଭ୍ୟାନକୁ ଧକ୍କା ଦେଇଥିଲା ଟ୍ରକ। ଯେଉଁଥିରେ ପ୍ରାୟ ସାତ ଜଣଙ୍କ ମୃତ୍ୟୁ ହୋଇଛି ଘଟିଛି । ଏନେଇ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Intro:Body:

BLANK

Conclusion:
Last Updated : Jan 20, 2020, 10:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.