ନୂଆଦିଲ୍ଲୀ: ପାକିସ୍ତାନରେ ୫୮ ଘଣ୍ଟା ଧରି ଯୁଦ୍ଧବନ୍ଦୀ ଥିବା ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଘର ବାହୁଡା ପରେ ସାରା ଦେଶରେ ତାଙ୍କ ବୀରତା, ପରାକ୍ରମ ଓ ସାହସୀକତାର ପ୍ରଶଂସା କରାଯାଉଛି । ସେହିଭଳି ଦେଶର ପିଏମ୍ଙ୍କୁ ମଧ୍ୟ ଶତ୍ରୁ ଦେଶ ଉପରେ କୂଟନୀତି, ଦୃଢ ଆଭିମୁଖ୍ୟ, ଜେନେଭା ଯୁଦ୍ଧବନ୍ଦୀ ମୁକ୍ତି ରାଜିନାମା ଓ ବିଶ୍ବସ୍ତରୀୟ ଚାପ ପକାଇ ଅଭିନନ୍ଦନଙ୍କୁ ସ୍ବଦେଶ ପ୍ରତ୍ୟାବର୍ତ୍ତନର ପ୍ରକୃତ ହିରୋ ବୋଲି ମାନୁଛି । ମୋଦିଙ୍କ ଏହି ଆଭିମୁଖ୍ୟର ପ୍ରଶଂସା କରି । ଏହା ଏବେ ସୋସିଆଲ ମିଡିଆରେ ଖୁବ ସେୟାର ଓ ଲାଇକ କରାଯାଉଛି ।
जितनी जल्दी मोदी जी ने कमांडर अभिनन्दन को पाकिस्तान से रिहा करवाया
— RITU PHOGAT (@PhogatRitu) March 2, 2019 " class="align-text-top noRightClick twitterSection" data="
उतनी जल्दी तो थाने से मोटरसाइकिल भी नही छुटती #WelcomeHomeAbhinandan
">जितनी जल्दी मोदी जी ने कमांडर अभिनन्दन को पाकिस्तान से रिहा करवाया
— RITU PHOGAT (@PhogatRitu) March 2, 2019
उतनी जल्दी तो थाने से मोटरसाइकिल भी नही छुटती #WelcomeHomeAbhinandanजितनी जल्दी मोदी जी ने कमांडर अभिनन्दन को पाकिस्तान से रिहा करवाया
— RITU PHOGAT (@PhogatRitu) March 2, 2019
उतनी जल्दी तो थाने से मोटरसाइकिल भी नही छुटती #WelcomeHomeAbhinandan
ସେ ଟ୍ବିଟରେ କରିଛନ୍ତି ଯେ ଯେତେ ଜଲଦି ଜଣେ ବ୍ୟକ୍ତି ନିଜ ଚୋରି ଯାଇଥିବା କିମ୍ବା କୌଣସି କାରଣରୁ ଥାନାରେ ଅଟକ ଥିବା ବାଇକକୁ ଫେରାଇ ଆଣିପାରେ ନାହଁ ତା'ଠାରୁ ଜଲଦି ପ୍ରଧାନମନ୍ତ୍ରୀ ଅଭିନନ୍ଦନଙ୍କୁ ଭାରତ ଫେରାଇ ଆଣିଛନ୍ତି ।
ଏହାପୂର୍ବରୁ ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ଖେଳ ଅନେକ ରଥିମହାରଥୀ କ୍ରମାଗତ ଭାବରେ ଶୁଭେଚ୍ଛା ଓ ପ୍ରଶଂସା କରୁଛନ୍ତି । ଅଭିନନ୍ଦନ ଭାରତ ଫେରିବା ପରେ ଟିମ୍ ଇଣ୍ଡିଆର ସିଦ୍ଧାର୍ଥ କାଉଲ୍, ରବିଚନ୍ଦ୍ରନ ଅଶ୍ୱିନ, କେଏଲ୍ ରାହୁଲ, କିଦାମ୍ବି ଶ୍ରୀକାନ୍ତ, ବବିତା ଫୋଗାଟ, ସାକ୍ଷୀ ମଲ୍ଲିକ ସ୍ବାଗତ କରି ଅନେକ ପ୍ରଶଂସା କରିଛନ୍ତି ।