ETV Bharat / bharat

କେରଳରେ ସ୍ବଭାବିକ ହେଉଛି କୋରୋନା ସ୍ଥିତି, ଖୋଲିବ ରେସ୍ତୋରାଁ

ଭାରତରେ ସର୍ବପ୍ରଥମେ ରାଜ୍ୟ ମାନଙ୍କ ଭିତରେ କେରଳରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ହେଲେ ସଚେତନତା ଯୋଗୁଁ ରାଜ୍ୟରେ କୋରୋନା ଉପରେ କାବୁ ଆଣିଛନ୍ତି ସରକାର । ଅଧିକ ପଢନ୍ତୁ...

restaurants will open in kerala
କେରଳରେ ସ୍ବଭାବିକ ହେଉଛି କୋରୋନା ସ୍ଥିତି
author img

By

Published : Apr 19, 2020, 10:19 AM IST

ଥିରୁଅନନ୍ତପୁରମ: ସୋମବାର ଠାରୁ କେରଳର 14 ଟି ଜିଲ୍ଲା ମଧ୍ୟରୁ ଅତି କମରେ 7ଟି ସ୍ବାଭାବିକ ଅବସ୍ଥାକୁ ଫେରିଛି । ଯେଉଁ କାରଣରୁ ରାଜ୍ୟରେ ରେଷ୍ଟୁରାଣ୍ଟ ଖୋଲିବ । ଏହାସହ ଅଡ-ଇଭେନ ଯୋଜନା ଅନୁଯାୟୀ ସୀମିତ ସଂଖ୍ୟକ ଘରୋଇ ଯାନବାହାନ ଚଳାଚଳ କରିବାକୁ ଅନୁମତି ଦିଆଯିବ।

21 ଦିନିଆ ଜାତୀୟ ଲକଡାଉନ ଶେଷ ହେବାକୁ ଯାଉଥିବାରୁ ରାଜ୍ୟ ସରକାର କେନ୍ଦ୍ରକୁ ଏକ ପ୍ରସ୍ତାବ ଦାଖଲ କରିଛନ୍ତି । ଯାହାକି କେରଳକୁ ଚାରୋଟି ଜୋନ୍ ଯଥା, ରେଡ୍, ଅରେଞ୍ଜ ଏ, ଅରେଞ୍ଜ ବି ବି ଏବଂ ଗ୍ରୀନ୍ ରେ ବିଭକ୍ତ କରିଛି । ଏବଂ ତିନୋଟି ଜୋନରେ ପ୍ରତିବନ୍ଧକ ହ୍ରାସ ପାଇଛି।

ରେଡ ଜୋନରେ କଡାକଡି କୌଣସି ପ୍ରକାର କୋହଳ କରାଯିବ ନାହିଁ । ଶୁକ୍ରବାର କେରଳର ପ୍ରସ୍ତାବକୁ କେନ୍ଦ୍ର ଗ୍ରହଣ କରିଛି। ଗତ 7 ଦିନ ଧରି ରାଜ୍ୟରେ ପଜିଟିଭ ମାମଲା ସଂଖ୍ୟା କମ ରହିଥିଲା ଏବଂ ପୁନରୁଦ୍ଧାର ହାର କ୍ରମାଗତ ଭାବେ ବୃଦ୍ଧି ପାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.