ETV Bharat / bharat

କଂଗ୍ରେସ ଅଫିସ ଆଗରେ 'ରାଫେଲ' ! - Air chief marshal bs

କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ 'ରାଫେଲ' । ନିର୍ବାଚନରେ 'ରାଫେଲ'କୁ ଅସ୍ତ୍ର କରିଥିବା କଂଗ୍ରେସ ଆଗରେ 'ରାଫେଲ' ପ୍ରତିକୃତି ଦିଲ୍ଲୀବାସୀଙ୍କ ପାଇଁ ଆକର୍ଷଣୀୟ ପାଲଟିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 31, 2019, 3:28 PM IST

ନୂଆଦିଲ୍ଲୀ: 'ରାଫେଲ'କୁ ନେଇ ଝଡ ସୃଷ୍ଟି କରିଥିବା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ନିୟୋଜିତ ହୋଇଛି 'ରାଫେଲ' ପ୍ରତିକୃତି । ମୋଦିଙ୍କୁ ଟାର୍ଗେଟ କରିବାକୁ ଯାଇ ଯେଉଁ 'ରାଫେଲ'କୁ ଅସ୍ତ୍ର କରିଥିଲା କଂଗ୍ରେସ ଏବେ ତାର ପ୍ରତିକୃତି କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ।

ଦିଲ୍ଲୀ 24, ଆକବର ରୋଡ ସ୍ଥିତ ବାୟୁସେନା ପ୍ରମୁଖ ବିଏସ ଧନୋଓ କାର୍ଯ୍ୟାଳୟରେ ରାଫେଲ ପ୍ରତିକୃତି ସ୍ଥାପନା ହୋଇଥିବା ବେଳେ ଏହାର ଠିକ ସାମ୍ନାରେ ରହିଛି କଂଗ୍ରେସର କାର୍ଯ୍ୟାଳୟ । ଯାହା ଦିଲ୍ଲୀବାସୀଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ପାଲଟିଛି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ବିଏସ ଧନୋଆର ଅନୁଗାଇ ଭାରତୀୟ ବାୟୁସେନା ମିଗ-21 ବିମାନର ସ୍କ୍ବାର୍ଡନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ସମୟରେ ଖୁବ ଶୀଘ୍ର 'ରାଫେଲ' ଭାରତକୁ ଆସିବ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ରାଫେଲ ଭାରତକୁ ଆସିବା ପୂର୍ବରୁ ତାର ପ୍ରତିକୃତି ସ୍ଥାପନା କରାଯାଇଥିବାର ଦେଖିବାକୁ ମିଳିଛି ।

Intro:Body:

sdfsdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.