ETV Bharat / bharat

ପୁଣି ଜମ୍ମୁ-କଶ୍ମୀରରେ ଖୋଲିବ ପୁରାତନ ସ୍କୁଲ, କଲେଜ ଓ ମନ୍ଦିର

author img

By

Published : Sep 23, 2019, 10:37 PM IST

କାଶ୍ମୀର ଘାଟିରେ ଅନେକ ବର୍ଷ ଧରି ବନ୍ଦ ରହିଥିବା 50 ହଜାର ମନ୍ଦିର ଖୋଲାଯିବ । ଏହାସହ ବନ୍ଦ ପଡିଥିବା ମନ୍ଦିର ଓ ସ୍କୁଲ, କଲେଜ ସଂଖ୍ୟା ଜାଣିବା ପାଇଁ ଏକ ସର୍ଭେ କରିବା ପାଇଁ ଆଦେଶ ଦେଇଛନ୍ତି କେନ୍ଦ୍ର ଗୃହ ରାଜ୍ୟ ଗୃହମନ୍ତ୍ରୀ ଜି କିଶନ ରେଡ୍ଡି । ଏନେଇ ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ରାଜ୍ୟ ଗୃହମନ୍ତ୍ରୀ ଜି କିଶନ ରେଡ୍ଡିଙ୍କ ବଡ ବୟାନ । କାଶ୍ମୀର ଘାଟିରେ ଅନେକ ବର୍ଷ ଧରି ବନ୍ଦ ରହିଥିବା 50 ହଜାର ମନ୍ଦିର ଖୋଲାଯିବ । ଏହାସହ ବନ୍ଦ ପଡିଥିବା ମନ୍ଦିର ଓ ସ୍କୁଲ, କଲେଜ ସଂଖ୍ୟା ଜାଣିବା ପାଇଁ ଏକ ସର୍ଭେ କରିବା ପାଇଁ ଆଦେଶ ଦେଇଛନ୍ତି । ପରେ ସମସ୍ତ ସ୍କୁଲ କଲେଜ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Reopen closed schools, temples in Kashmir
ଫଟୋ ସୌଜନ୍ୟ: ଏଏନଆଇ

ସୋମବାର ବେଙ୍ଗାଲୁରୁରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଜି କିଶନ ରେଡ୍ଡି କହିଛନ୍ତି ଯେ ଅନେକ ବର୍ଷ ହେବ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ କାରଣରୁ ବନ୍ଦ ଥିବା ସ୍କୁଲ ସଂଖ୍ୟା ସର୍ବେକ୍ଷଣ କରାଯିବା ପାଇଁ ଓ ପରେ ପୁନର୍ବାର ଖୋଲିବା ପାଇଁ ଏକ କମିଟି ଗଠନ କରାଯିବ । ସେ ଏହା ସହ ଆହୁରି ମଧ୍ୟ କହିଛନ୍ତି ବିଗତ ବର୍ଷ ମାନଙ୍କରେ ଘାଟିରେ ପାଖାପାଖି 50ହଜାର ମନ୍ଦିର ବନ୍ଦ ହୋଇପଡିଛି । ଏହାସହ କିଛି ମନ୍ଦିର ଓ ମୂର୍ତ୍ତକୁ ବି ନଷ୍ଟ କରି ଦିଆଯାଇଛି । ଏଭଳି ଜରାଜୀର୍ଣ୍ଣ ଓ ନଷ୍ଟ ହୋଇଥିବା ମନ୍ଦିର ମନାଙ୍କର ସର୍ଭେ ପାଇଁ ଆଦେଶ ଦିଆଯାଇଛି ।

ଜମ୍ମୁ -କଶ୍ମୀରରୁ ଅଗଷ୍ଟ ମାସରେ ଧାରା ୩୭୦ ଉଚ୍ଛେଦ ପରେ ଏହା ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.