ETV Bharat / bharat

ଆଡମିରାଲ ରାଜାରାମ ସ୍ବାମୀନାଥନ ନୌସେନା ଡକ୍‌ୟାର୍ଡର ଆଡମିରାଲ ଅଧିକ୍ଷକ - ନୌସେନା ଡକିୟାର୍ଡର ଆଡମିରାଲ ଅଧିକ୍ଷକ

ମୁମ୍ବାଇସ୍ଥିତ ନୌସେନା ଡକ୍‌ୟାର୍ଡର ନୂତନ ଆଡମିରାଲ ଅଧିକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଡମିରାଲ ରାଜାରାମ ସ୍ବାମୀନାଥନ। ଅଧିକ ପଢନ୍ତୁ...

Rear Adm Swaminathan
ଆଡମିରାଲ ରାଜାରାମ ସ୍ବମିନାଥନ
author img

By

Published : Jan 29, 2020, 3:22 PM IST

ମୁମ୍ବାଇ: ନୌସେନା ଡକ୍‌ୟାର୍ଡର ନୂତନ ଆଡମିରାଲ ଅଧିକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଡମିରାଲ ରାଜାରାମ ସ୍ବାମୀନାଥନ। ପୂର୍ବତନ ଅଧିକ୍ଷକ ରେର ଆଡମିରାଲ ଜି ଶ୍ରୀନିବାସନଙ୍କ ପରେ ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି।

ଜାନୁଆରୀ 1 ତାରିଖ 1987 ମସିହାରେ ଭାରତୀୟ ନୌସେନାରେ କମିସନ୍ଡ ହୋଇଥିବା ସ୍ବାମୀନାଥନ ଆଇଆଇଟି ଖଡଗପୁରରୁ ସ୍ନାତ୍ତୋକତର କରିଛନ୍ତି। ୱେଲିଂଟନର ଡିଫେନ୍ସ ଷ୍ଟାଫ ସର୍ଭିସ କଲେଜ ଓ ଦିଲ୍ଲୀ ଡିଫେନ୍ସ କଲେଜର ସେ ପୂର୍ବତନ ଛାତ୍ର। ତାଙ୍କ 30 ବର୍ଷର ଚାକିରୀ ଜୀବନ ଭିତରେ ସେ ଷ୍ଟାଫ ଓ ଡକ୍‌ୟାର୍ଡର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରୀ ପଦ ପଦବୀରେ ରହିଆସିଛନ୍ତି। ଏହାଛଡା ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନସ ବିକ୍ରମାଦିତ୍ୟର କାର୍ଯ୍ୟଭାର ସମ୍ଭାଳିଛନ୍ତି।

ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟର ଅଧିଗ୍ରହଣ ସମୟରେ ସେ ରୁଷିଆରେ ଯୁଦ୍ଧପୋତ ଉତ୍ପାଦନ ଅଧିକ୍ଷକ କାର୍ଯ୍ୟରେ ଜଡିତ ଥିଲେ। ସେହିଭଳି ନୂଆଦିଲ୍ଲୀ ସମନ୍ବିତ କାର୍ଯ୍ୟାଳୟରେ ଏୟାରକ୍ରାଫ୍ଟ କ୍ୟାରିୟର ଯୋଜନାର ମୁଖ୍ୟ ନିର୍ଦ୍ଦେଶକ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ ସେ ଅଧିଷ୍ଠିତ ଥିଲେ। ନୌସେନାର ମୁଖ୍ୟ କାର୍ଯ୍ୟାଳୟରେ ସାମଗ୍ରିକ ସହାୟକ ମୁଖ୍ୟ ତାଙ୍କ ଶେଷ କାର୍ଯ୍ୟଭାର ଥିଲା।

ZCZC
PRI ESPL NAT WRG
.MUMBAI BES38
DEF-NAVY-APPOINTMENT
Rear Adm Swaminathan new Naval Dockyard admiral superintendent
         Mumbai, Jan 28 (PTI) Rear Admiral Rajaram Swaminathan
took charge as Admiral Superintendent of Naval Dockyard
(Mumbai) from Rear Admiral G Srinivasan.
         Commissioned into the Indian Navy on Jan 1, 1987,
Rear Admiral Swaminathan is a post graduate from IIT Kharagpur
and an alumnus of Defence Services Staff College, Wellington
and National Defence College, New Delhi, a release said.
         In a career spanning 30 years, he has held important
operational, staff and dockyard appointments in the Navy,
including nine years on aircraft carrier INS Viraat in various
capacities.
         He was also involved in the acquisition of aircraft
carrier INS Vikramditya as Warship Production Superintendent
in Russia and as Principal Director of Aircraft Carrier
Projects at Integrated Headquarters New Delhi.
         His last appointment was as Assistant Chief of
Materials (Dockyards and Refit) at Naval Headquarters. PTI ND
BNM
BNM
01290001
NNNN
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.