ETV Bharat / bharat

'ଜନ କଲ୍ୟାଣ ସମ୍ବଳ ଯୋଜନା'ର ପୁନଃଉନ୍ମୋଚନ କଲେ ମଧ୍ୟପ୍ରଦେଶ ସରକାର - madhyapradesh

ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ 'ଜନ କଲ୍ୟାଣ ସମ୍ବଳ ଯୋଜନା'ର ପୁନଃଉନ୍ମୋଚନ । ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Re-launching Chief Minister Jan Kalyan Sambal Yojana today
ଫାଇଲ ଫଟୋ
author img

By

Published : May 6, 2020, 12:23 AM IST

ଭୋପାଳ: ପୂର୍ବ ସରକାରଙ୍କ ଦ୍ୱାରା ବନ୍ଦ ହୋଇଯାଇଥିବା ଯୋଜନା ପୁଣି ଥରେ ଆରମ୍ଭ ହୋଇଛି । ମଧ୍ୟପ୍ରଦେଶରେ ଗରିବଙ୍କ ପାଇଁ ଆରମ୍ଭ ହୋଇଥିବା 'ଜନ କଲ୍ୟାଣ ସମ୍ବଳ ଯୋଜନା'କୁ ପୁନର୍ବାର ଉନ୍ମୋଚନ କରାଯାଇଛି ।

ଏହି ଯୋଜନା ଗରିବ ପରିବାରକୁ ନୂତନ ଜୀବନ ଦେବ । ଜନ୍ମ ପୂର୍ବରୁ ଏବଂ ମୃତ୍ୟୁ ପରେ ସେମାନଙ୍କ ପରିବାର ଏହି ଯୋଜନାର ଲାଭ ପାଇପାରିବେ । ଏନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । କୋରୋନା ମହାମାରୀ ଭଳି ବିପତ୍ତି ସମୟରେ ଏହି ଯୋଜନାରେ ଅଧିକ ଉପକୃତ ହୋଇପାରିବେ ଗରିବ ଲୋକେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.