ETV Bharat / bharat

ରାମ ମନ୍ଦିରରେ ରମଜାନ - ରାମ

ଅଯୋଧ୍ୟାର ସୀତାରାମ ମନ୍ଦିର ପରିସରରେ ଇଫତାର ପାର୍ଟିର ଆୟୋଜନ କରାଯାଇଛି । ମନ୍ଦିର ପରିସରରେ ଏହି ଇଫତାର ପାର୍ଟି ତୃତୀୟ ଥର ଲାଗି ଆୟୋଜନ ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 21, 2019, 9:09 AM IST

ଅଯୋଧ୍ୟା: ରମଜାନର ପବିତ୍ର ମାସରେ ଅଯୋଧ୍ୟାର ଏକ ମନ୍ଦିରେ ଇଫତାର ପାର୍ଟିର ଆୟୋଜନ କରାଯାଇଛି ।

ସମ୍ପ୍ରଦାୟିକ ସଦଭାବନାର ଉଦାହରଣ ପାଇଁ ଲୋକେ ଧର୍ମର ସୀମାରୁ ଉର୍ଦ୍ଧ୍ବକୁ ଉଠି ସୀତାରାମ ମନ୍ଦିର ପରିସରରେ ଏକାଠି ବସି ଇଫତାର ଭୋଜନ କରିଛନ୍ତି ।

ମନ୍ଦିର ପରିସରରେ ଏହି ଇଫତାର ପାର୍ଟି ତୃତୀୟ ଥର ଲାଗି ଆୟୋଜନ ହୋଇଥିବା ବେଳେ ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ମନ୍ଦିର ପୂଜକ ଯୁଗୋଳ କିଶୋର କହିଛନ୍ତି ।

ଅନ୍ୟପପକ୍ଷରେ ଭାଇଚାରା ପାଇଁ ପ୍ରତିବର୍ଷ ମୁସଲମାନମାନେ ମଧ୍ୟ ନବରାତ୍ରୀ ପାଳନ କରୁଥିବା ଜଣେ ପ୍ରତିଭାଗୀ ମୁଜାମ୍ମିଲ ଫିଜା କହିଛନ୍ତି ।

Intro:Body:

fghfg

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.