ETV Bharat / bharat

ରାମ ମନ୍ଦିର ଭୂମି ପୂଜନ ଅବସରରେ ଉଜୈନ ଉତ୍ସବମୁଖର - ଉଜୈନ ଉତ୍ସବମୁଖର

ଦୀର୍ଘ ଦଶନ୍ଧି ଧରି ଅପେକ୍ଷା ପରେ ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣରୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ଉଜୈନ ମଧ୍ୟ ହୋଇ ଉଠିଛି ଉତ୍ସବମୁଖର । ଅଧିକ ପଢନ୍ତୁ...

ରାମ ମନ୍ଦିର ଭୂମି ପୂଜନ ଅବସରରେ ଉଜୈନ ଉତ୍ସବମୁଖର

author img

By

Published : Aug 5, 2020, 12:17 PM IST

ଭୋପାଳ: ଦୀର୍ଘ ଦଶନ୍ଧି ଧରି ଅପେକ୍ଷା ପରେ ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣରୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତ୍ୟେକ ଘରେ ପ୍ରସ୍ତୁତି ଏବଂ ଗୌରବମୟ ପରିବେଶ । ଏଥିପାଇଁ ଉଜୈନ ମଧ୍ୟ ହୋଇ ଉଠିଛି ଉତ୍ସବମୁଖର । ରାମ ମନ୍ଦିର ଶିଳାନ୍ୟାସ ପାଇଁ ମହାମଣ୍ଡଳେଶ୍ବର ଆଚାର୍ଯ୍ୟ ରାମ ଜୀଙ୍କର ଆରତୀ କରିବା ସହ ଫାଙ୍କା ଗୁଳି ଚଳାଇଥିଲେ ।

ଆଜି ହେଉଛି ସେହି ଦିନ, ଯାହାକୁ କୋଟି କୋଟି ଦେଶବାସୀ ବହୁ ବର୍ଷ ଧରି ଅପେକ୍ଷା କରିଥିଲେ । ଏବଂ ଏହା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ହେବା ଶୁଣି ଖୁସିରେ ସାଧୁ ସନ୍ଥଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସବୁଆଡ଼େ ଉତ୍ସବମୁଖର ପରିବେଶ । ତେବେ ଏହି ଖୁସ ଅବସରରେ ମହାମଣ୍ଡଳେଶ୍ବର ଆଚାର୍ଯ୍ୟ ଶେଖର ତାଙ୍କ ଆଶ୍ରମରେ ରାମଜୀଙ୍କ ଆରତୀ ପରିବେଷଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.