ETV Bharat / bharat

ଅଯୋଧ୍ୟା ବିବାଦ: 3 ଜଣିଆ ମଧ୍ୟସ୍ଥି ନିଯୁକ୍ତ - Supreme Court

ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ରାୟ । ମଧ୍ୟସ୍ଥି ନିଯୁକ୍ତି କରି 3 ଜଣିଆ କମିଟି ଗଠନ କରିଛନ୍ତି । ଏଥିରେ ଅଧ୍ୟକ୍ଷତା କରିବେ ଅବସରପ୍ରାପ୍ତ ବିଚାରପତି ଏଫଏମ କଲ୍ଲିଫୁଲ୍ଲାହ । କମିଟିର ଆଉ ଦୁଇ ଜଣ ସଦସ୍ୟ ହେଲେ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ ।

ଫାଇଲ ଫଟୋ
author img

By

Published : Mar 8, 2019, 11:47 AM IST

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଦେବା ସହ ମଧ୍ୟସ୍ଥି ନିଯୁକ୍ତି କରିଛନ୍ତି । ଏଥିପାଇଁ 3 ଜଣିଆ ପ୍ୟାନେଲ ଗଠନ ହୋଇଛି । ଏଥିରେ ଅଧ୍ୟକ୍ଷତା କରିବେ ଅବସରପ୍ରାପ୍ତ ବିଚାରପତି ଏଫଏମ କଲ୍ଲିଫୁଲ୍ଲାହ ।

  • Ram Janmabhoomi-Babri Masjid land dispute case: Supreme Court says, mediators can co-opt more on the panel if necessary. Uttar Pradesh government to provide mediators all the facilities in Faizabad. Mediators can seek further legal assistance as and when required.

    — ANI (@ANI) March 8, 2019 " class="align-text-top noRightClick twitterSection" data=" ">
  • Ram Janmabhoomi-Babri Masjid land dispute case: Supreme Court says
    mediation process has to start within four weeks and to be completed within eight weeks. pic.twitter.com/zWY82T09Xx

କମିଟିର ଆଉ ଦୁଇ ଜଣ ସଦସ୍ୟ ହେଲେ ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଓକିଲ ଶ୍ରୀରାମ ପଞ୍ଚୁ । ଏହି କମିଟି ମଧ୍ୟସ୍ଥି ପ୍ରକ୍ରିୟା ଏକ ସପ୍ତାହ ମଧ୍ୟରେ ଆରମ୍ଭ କରିବ । ଏହାସହ 4 ସପ୍ତାହ ମଧ୍ୟରେ ପ୍ରଥମ ରିପୋର୍ଟ ଦାଖଲ କରିବେ । 8 ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ବିଚାରପତି ରଞ୍ଜନ କୁମାର ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି ।

  • Ram Janmabhoomi-Babri Masjid land dispute case in Supreme Court: CJI Ranjan Gogoi says, "Court monitored mediation proceedings will be confidential."

  • Ram Janmabhoomi-Babri Masjid land dispute case: Supreme Court in its order also said that the reporting of the mediation proceedings in media will be banned. https://t.co/QpjYDyemmS

ଏହି ପ୍ରକ୍ରିୟା ଫୈଜାବାଦରେ ଚାଲିବ । ଏହାକୁ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରଖାଯିବ । ଏଥିରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ୟାନ କରାଯିବ । ଉତ୍ତର ପ୍ରଦେଶ ସରକାର ପ୍ରକ୍ରିୟାରେ ଦରକାର ହେବାକୁ ଥିବା ସମସ୍ତ ଆବଶ୍ୟକତା ଯୋଗାଇଦେବେ । ଏହାସହ କମିଟି ସଦସ୍ୟ ଯଦି ଭବିଷ୍ୟତରେ କୌଣସି ଆଇନଗତ ସାହାଯ୍ୟ ଚାହିଁବେ ତେବେ ତାଙ୍କୁ ଯୋଗାଇ ଦିଆଯିବ । ଏପରିକି ଯଦି କମିଟିରେ ଅଧିକ ସଦସ୍ୟ ଆବଶ୍ୟକ ହୁଏ ତେବେ ଏହା ମଧ୍ୟ ଯୋଗାଯିବ ।

  • Ram Janmabhoomi-Babri Masjid land dispute case: Supreme Court says mediation proceedings should be held on-camera. Mediation process will be held in Faizabad. It will be headed by Justice FM Kaliifullah and also comprise Sri Sri Ravi Shankar and senior advocate Sriram Panchu. pic.twitter.com/6gx9FSogG2

  • Ram Janmabhoomi-Babri Masjid land dispute case: Justice Khaliifulah (Retd) to be the chairman, for court appointed and monitored mediation for a “permanent solution” https://t.co/dwj6ZiNYun

ଏହି ରାୟ ଶୁଣାଇବା ସହ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ମଧ୍ୟସ୍ଥି ନିଯୁକ୍ତି ସମୟରେ କୌଣସି ପ୍ରକାର ଆଇନଗତ ବାଧା ସୃଷ୍ଟି ହୋଇନଥିଲା । ତେବେ ଏହି ନିଯୁକ୍ତି ନେଇ ପୂର୍ବରୁ ହିନ୍ଦୁ ସଙ୍ଗଠନ ବିରୋଧ କରୁଥିବାବେଳେ ମୁସଲିମ ସଙ୍ଗଠନ ସମର୍ଥନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ପରିମିତ ଜାଗାକୁ ନିର୍ମୋହି ଆଖଡା, ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଏବଂ ରାମଲାଲା ବିରାଜମାନ ମଧ୍ୟରେ ବଣ୍ଟନକୁ ନେଇ ଏହି ବିବାଦ ଦେଖାଦେଇଛି ।

  • Supreme Court’s Constitution Bench refers Ram Janmabhoomi-Babri Masjid land dispute case for court appointed and monitored mediation for a “permanent solution” pic.twitter.com/ReESAb272q

ଏହାକୁ ତିନି ଭାଗରେ ବାଣ୍ଟି ଦେବା ପାଇଁ ୨୦୧୦ ମସିହାରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ବିରୋଧ କରି ୧୪ଟି ଆବେଦନ ଦାଖଲ ହୋଇଥିଲା । ଏହି ମାମଲାର ଶୁଣାଣି କରି ଗତ ବୁଧବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ 5 ଜଣିଆ ଖଣ୍ଡପୀଠ ବୁଧବାର ବିଭିନ୍ନ ପକ୍ଷର ଶୁଣାଣି କରିଥିଲେ । ଏହାସହ ସର୍ବୋଚ୍ଚ ନ୍ୟାୟାଳୟ ରାୟକୁ ସଂରକ୍ଷିତ ରଖିଥିଲେ ।

ସେହିପରି ଏହି ମାମଲା କେବଳ ୧୫୦୦ ବର୍ଗଫୁଟ ଜମିର ସ୍ବତ୍ବ ହସ୍ତାନ୍ତର ପ୍ରସଙ୍ଗ ସମ୍ବଳିତ ନୁହେଁ, ବରଂ ଏହା ସହିତ ଲୋକଙ୍କ ଧର୍ମାବେଗ ଜଡିତ ବୋଲି ଖଣ୍ଡପୀଠ ମନ୍ତବ୍ୟ କରିଥିଲେ । ଏହି ମାମଲା ମଧ୍ୟସ୍ଥିଙ୍କ ଦ୍ବାରା ସମାଧାନ କରିବାକୁ ଖଣ୍ଡପୀଠ କହିଥିଲେ । ଯଦି ମଧ୍ୟସ୍ଥିଙ୍କ ଦ୍ବାରା ବିବାଦ ସମାଧାନ ହେବାର ଏକ ପ୍ରତିଶତ ମଧ୍ୟ ସୁଯୋଗ ଅଛି ତେବେ ଏପରି କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଥିଲେ । ତେବେ ଏହି ମାମଲା ସହ ଜଡିତ ନିର୍ମୋହି ଆଖଡା ବ୍ୟତୀତ ଅନ୍ୟ ହିନ୍ଦୁ ସଂଗଠନ ସବୁ ସର୍ବୋଚ୍ଚ ଅଦାଲତ ଦ୍ବାରା ପ୍ରସ୍ତାବିତ ମଧ୍ୟସ୍ଥତା ପ୍ରକ୍ରିୟାକୁ ବିରୋଧ କରୁଛନ୍ତି । କିନ୍ତୁ ମୁସଲିମ ସଂଗଠନ ସବୁ ଏହା ସପକ୍ଷରେ ଅଛନ୍ତି ।

slug-money disappears from sbi account alleged
format-avb(Exclusive)
report-sadasiba patra
place-Phulabani(Kandhamal)
date-7.3.2019
ଏଟିଏମରୁ ଟଙ୍କା ଗାଏବ୍  । ଫୁଲବାଣୀ ଏସବିଆଇ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବା ଅଭିଯୋଗ ହୋଇଛି  । ଫୁଲବାଣୀ ଅମଲା ପଡାର ଦିନେଶ ମହାପାତ୍ରଙ୍କ ଏସବିଆଇ ଆକାଉଣ୍ଟରୁ ଚାଳିଶ ହଜାର ଟଙ୍କା ଗାଏବ୍ ହୋଇଯାଇଛି  । ଝାଡଖଣ୍ଡ ଜମତାରାର ଏକ ଏଟିଏମରୁ ଗତ କାଲି ରାତିରେ ଦୁଇଟି କିସ୍ତିରେ ଚାଳିଶ ହଜାର ଟଙ୍କା କେହି ଉଠାଇ ନେଇଛି  । ମୋବାଇଲ ମେସେଜ୍ ପାଇବା ପରେ ଫୁଲବାଣୀରେ ଏଟିଏମରେ ମିନି ଷ୍ଟେଟମେଣ୍ଟ ଯାଞ୍ଚ କରିବା ବେଳେ ଟଙ୍କା କେହି ହ୍ବାକ୍ କରି ଉଠେଇ ନେଇଥିବା ଜାଣିବାକୁ ପାଇଥିଲେ ଦିନେଶ୍  । ଆଜି ଏସବିଆଇ ବ୍ରାଞ୍ଚକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି  । ଏହା ସହିତ ଟାଉନ୍ ଥାନାରେ ଏତଲା ଦାଏର କରିଛନ୍ତି ଦିନେଶ  । ଗରିବ ଲୋକଙ୍କ ଟଙ୍କା ସୁରକ୍ଷିତ ରହିବ ବୋଲି ବ୍ୟାଙ୍କରେ ଜମା କରିଥିବା ବେଳେ ଏପରି ଟଙ୍କା ଉଠେଇ ଦୃର୍ବୃତ୍ତ ମାନେ ନେଇଗଲେ ଆମେ କିପରି ବଞ୍ଚିବୁ ବୋଲି କହିଛନ୍ତି ଦିନେଶ  । ତୁରନ୍ତ ଟଙ୍କା ଫେରସ୍ତ କରିବା ସହିତ ଏସବିଆଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦିନେଶ  । ଆମେ ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ନେଉଛୁ ବୋଲି କହିଛନ୍ତି ଫୁଲବାଣୀ ଏସବିଆଇ ଶାଖା ମୂଖ୍ୟ ପରିଚାଳକ  । ସହରରେ ତିନି ଜଣଙ୍କର ଏପରି ଏଟିଏମରୁ ଟଙ୍କା ଗାଏବ ହେଲାଣି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି  ।
ବାଇଟ୍(1) ଦିନେଶ ମହାପାତ୍ର,ଅଭିଯୋଗକାରୀ 
............
ଫିଡ୍ ଏଫଟିପିରେ ଯାଇଛି  ।  

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.