ETV Bharat / bharat

ଦିଲ୍ଲୀ ନିର୍ବାଚନ: ରାଲି କରିବେ ବିଜେପି, ଆପ, କଂଗ୍ରେସର ହେଭିୱେଟ - ରାଲି କରିବେ ବିଜେପି, ଆପ, କଂଗ୍ରେସର ହେଭିୱେଟ

ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ବିଧାନସଭା ନିର୍ବାଚନର ଗରମ ମାହୋଲ । ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଅଧିକ ପଢନ୍ତୁ...

Delhi Assembly Election news
ଡିଜାଇନ ଫଟୋ
author img

By

Published : Feb 4, 2020, 8:54 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ବିଧାନସଭା ନିର୍ବାଚନର ଗରମ ମାହୋଲ । ସବୁ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ମଧ୍ୟ ଜୋରସୋରରେ ଚାଲିଥିବାବେଳେ ଆଜି(ମଙ୍ଗଳବାର) ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ରାଲିରେ ସାମିଲ ହେବେ ।

ଏହାସହ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ ମଇଦାନକୁ ଓହ୍ଲାଇବେ । ରୋଜୌରୀ ଗାର୍ଡେନର ଏକ ରାଲିରେ ସମ୍ବୋଧିତ କରିବେ । ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ବାରକାରେ ଏକ ରାଲିକୁ ସମ୍ବୋଧିତ କରିବେ । କଂଗ୍ରେସ ତରଫରୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ ଜଙ୍ଗପୁରା ଓ ସଙ୍ଗମବିହାରରେ ରାଲି କରିବେ ।

ଅନ୍ୟପକ୍ଷେ ଆମ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ 70 ବିଧାନସଭା କ୍ଷେତ୍ରରେ 15,000 ବୈଠକ କରିବା ସହ ‘ଅଚ୍ଛେ ହୋଙ୍ଗେ ପାଞ୍ଚ୍ ସାଲ୍, ଦିଲ୍ଲୀ ମେ ତୋ କେଜ୍ରିୱାଲ’ ଟ୍ୟାଗ ଲାଇନ ସହ ଆପ୍ କାର୍ଯ୍ୟକର୍ତ୍ତା ରାଲି କିରବେ । ସବୁଠାରୁ ରୋଚକ କଥା ହେଲା ଏଥିରେ ଆପ୍ କାର୍ଯ୍ୟକର୍ତ୍ତା ବିଜେପି କର୍ମୀଙ୍କୁ ସାକ୍ଷାତ କରି ଭୋଟ ମାଗିବେ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.