ETV Bharat / bharat

ଇ-ସିଗାରେଟ ବ୍ୟାନ ବିଧେୟକ ସଂସଦରେ ପାରିତ - rajyasabha passes bill to ban e-cigarettes

ଇ-ସିଗାରେଟ ବ୍ୟାନ ବିଧେୟକ ସଂସଦରେ ପାରିତ। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବାବେଳେ ସୋମବାର ଏହା ରାଜ୍ୟସଭାରେ ପାରିତ ହୋଇଛି।

rajyasabha
ଇ-ସିଗାରେଟ ବ୍ୟାନ ବିଧେୟକ ସଂସଦରେ ପାରିତ
author img

By

Published : Dec 2, 2019, 8:54 PM IST

ନୂଆଦିଲ୍ଲୀ: ଇ-ସିଗାରେଟ ବ୍ୟାନ ବିଧେୟକ ସଂସଦରେ ପାରିତ। ପୂର୍ବରୁ ଏହି ବିଧେୟକ ଲୋକସଭାରେ ପାରିତ ହୋଇଥିବାବେଳେ ସୋମବାର ଏହା ରାଜ୍ୟସଭାରେ ପାରିତ ହୋଇଛି। ବିଧେୟକ ଅନୁସାରେ, ଇ-ସିଗାରେଟର ଉତ୍ପାଦନ, ବିକ୍ରି, ପରିବହନ ତଥା ବିଜ୍ଞାପନ ଉପରେ ବ୍ୟାନ ହୋଇଛି।

ଇ-ସିଗାରେଟ ବ୍ୟାନ ବିଧେୟକ-2019 ରାଜ୍ୟସଭାରେ ପାରିତ ହୋଇଛି । ସୂଚନା ଥାଉକି, କେନ୍ଦ୍ରସରକାର ସେପ୍ଟେମ୍ବର ମାସରେ ଏନେଇ ଅଧ୍ୟାଦେଶ ଆଣି ଏହାକୁ ବ୍ୟାନ କରିଥିଲେ। ଏହି ବିଧେୟକ ଅନୁସାରେ, ଏହି ନିୟମକୁ ପ୍ରଥମ ଥର ନ ମାନିଲେ ବର୍ଷେ ଜେଲଦଣ୍ଡ ସହ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ଏହା ପରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ 5 ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ ବୋଲି ବିଧେୟକରେ ଉଲ୍ଲେଖ ଅଛି।

ଇ-ସିଗାରେଟ ବ୍ୟାନ ବିଧେୟକ ସଂସଦରେ ପାରିତ

ଏହାସହ କୌଣସି ଲୋକ ଏହାକୁ ନିଜ ପାଖରେ କିମ୍ବା କୌଣସି ସ୍ଥାନରେ ରଖି ପାରିବେ ନାହିଁ । ଯଦି ରଖୁଥିବାର ଜଣାପଡିବ ତେବେ ସମ୍ପୃକ୍ତ ଲୋକଙ୍କୁ 6 ମାସର ଜେଲ ଦଣ୍ଡ କିମ୍ବା 50 ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବାକୁ ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.