ETV Bharat / bharat

ଡେରାଡୁନରେ ହେଲିକପ୍ଟର କ୍ରାସ ଘଟଣା, ରାଜପାଲ କରିଥିଲେ ଶେଷ ଫେସବୁକ ଲାଇଭ

ଡେରାଡୁନରେ ରିଲିଫ ବଣ୍ଟନ ପାଇଁ ଯାଇଥିବା ବେଳେ ହେଲିକପ୍ଟର କ୍ରାସ ପୂର୍ବରୁ ଫେସବୁକ ଲାଇଭ କରିଥିଲେ ରାଜପାଲ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 23, 2019, 1:09 AM IST

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ବୁଧବାର ବନ୍ୟାଅଞ୍ଚଳରେ ଏକ ହେଲିକପ୍ଟର ଉଦ୍ଧାର କାର୍ଯ୍ୟ କରୁଥିବାବେଳେ କ୍ରାସ ହୋଇଯାଇଥିଲା । ଏହି ଘଟଣାରେ ପାଇଲଟ, ଇଞ୍ଜିନିୟର ଓ ଏବିଏସନ କମ୍ପାନୀର ସ୍ଥାନୀୟ ପ୍ରବନ୍ଧକ ରାଜପାଲଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପୂର୍ବରୁ ରାଜପାଲ ଏକ ଫେସବୁକ ଲାଇଭ କରିଥିଲେ । ଯେଉଁଥିରେ ସେ କହିଥିଲେ ସେ ପାଇଲଟଙ୍କ ସହ ବନ୍ଯାଞ୍ଚଳକୁ ଉଦ୍ଧାର କାର୍ଯ୍ୟରେ ଯାଉଛନ୍ତି ରିଲିଫ ବଣ୍ଟନ କାର୍ଯ୍ୟରେ ।

ରାଜପାଲ ଏହି ଭିଡିଓ ହେଲିକପ୍ଟର ଉଡାଣ ଭରିବାର କିଛି ସମୟ ପରେ ତିଆରି କରିଥିଲେ । ସେ ରିଲିଫ ସାମଗ୍ରୀ ନେଇ ଡେରାଡୁନର ସହସ୍ତ୍ରଧାରା ହେଲିପ୍ୟାଡରୁ ଉତ୍ତରକାଶୀର ଆରାକୋଟ ମାକୁଡୀ ଅଞ୍ଚଳକୁ ଯାଇଥିଲା । ହେଲେ ରାଜପାଲଙ୍କୁ କଣ ଜଣା ଥିଲା ଏହା ତାଙ୍କ ଜୀବନର ଶେଷ ଭିଡିଓ ବୋଲି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ରବିବାର ଉତ୍ତରକାଶୀର ମୋରୀ ତହସିଲର ଆରାକୋଟ ଓ ତ୍ୟୁଣୀ ଅଞ୍ଚଳରେ ବାଦଲଫଟା ବର୍ଷା ହୋଇଥିଲା । ଯେଉଁଥିପାଇଁ ସେଠାରେ ବନ୍ୟା ସୃଷ୍ଟି ହୋଇଥିଲା । ଉଦ୍ଧାରକାର୍ଯ୍ୟ ଆଉ ରିଲିଫ ବଣ୍ଟନ ପାଇଁ 3ଟି ହେଲିକପ୍ଟର ରିଲିଫ ସାମଗ୍ରୀ ନେଇ ଯାଇଥିଲେ । ହେଲେ ଫେରିବା ବାଟରେ ଏକ ରୋପ ଓ୍ବେର ତାରରେ ତାଙ୍କ ହେଲିକପ୍ଟରଟି ଛନ୍ଦି ହୋଇ କ୍ରାସ ହୋଇଯାଇଥିଲା । ଯାହାଫଳରେ ହେଲିକପ୍ଟରରେ ଥିବା 3 ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.