ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସିଂ ପୁଅ ପଙ୍କଜ ସିଂ କୋରୋନା ଆକ୍ରାନ୍ତ । ପଙ୍କଜ ସିଂ ଦିଲ୍ଲୀ ଗୌତମ ବୁଦ୍ଧ ନଗରର ବିଜେପି ବିଧାୟକ । କୋରୋନା ଲକ୍ଷଣ ଦେଖାଦେବା ପରେ ସେ କୋଭିଡ ଟେଷ୍ଟ କରାଇଥିଲେ ରିପୋର୍ଟ ପଜିଟିଭ ଆସିଛି । ବର୍ତ୍ତମାନ ସେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
-
कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। डॉक्टर्स की सलाह पर अस्पताल में भर्ती हुआ हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Pankaj Singh (@PankajSinghBJP) September 1, 2020 " class="align-text-top noRightClick twitterSection" data="
">कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। डॉक्टर्स की सलाह पर अस्पताल में भर्ती हुआ हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Pankaj Singh (@PankajSinghBJP) September 1, 2020कोरोना के शुरूआती लक्षण दिखने पर मैंने टेस्ट करवाया और रिपोर्ट पॉजिटिव आई है। डॉक्टर्स की सलाह पर अस्पताल में भर्ती हुआ हूँ। मेरा अनुरोध है कि आप में से जो भी लोग गत कुछ दिनों में मेरे संपर्क में आयें हैं, कृपया स्वयं को आइसोलेट कर अपनी जाँच करवाएं।
— Pankaj Singh (@PankajSinghBJP) September 1, 2020
ଗତ ସୋମବାର ବିଳମ୍ବିତ ରାତିରେ ବିଧାୟକ ପଙ୍କଜ ସିଂ କହିଥିଲେ, ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସଂସ୍ପର୍ଶରେ ଆସିଛ ସମସ୍ତେ ନିଜକୁ ଆଇସୋଲେଟ କରିବା ସହ ଟେଷ୍ଟ କରାଇ ନିଅନ୍ତୁ ।
ନିକଟରେ ସିଂଙ୍କୁ ଉତ୍ତରପ୍ରଦେଶ ପାଇଁ ବିଜେପିର ଉପସଭାପତି ପଦରେ ପଦନ୍ନୋତି କରାଯାଇଥିଲା । ଏହାପୂର୍ବରୁ ବିଜେପି ୟୁପି ସଭାପତି ସ୍ବତନ୍ତ୍ର ଦେବ ସିଂଙ୍କୁ ମଧ୍ୟ କୋଭିଡ ପଜିଟିଭ ବାହାରିଥିଲା ।
ଅଗଷ୍ଟ ମାସରେ, ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ସାଂସଦ ବୈଷୟିକ ଶିକ୍ଷା ମନ୍ତ୍ରୀ କମଲ ରାନୀ ବରୁଣ ଏବଂ ଚେତନ ଚୌହାନ ଯିଏ ସୈନିକ କଲ୍ୟାଣ, ହୋମଗାର୍ଡ, PRD ଏବଂ ନାଗରିକ ସୁରକ୍ଷା ପୋର୍ଟଫୋଲିଓ ପରିଚାଳନା କରୁଥିଲେ, ସେମାନେ କୋଭିଡରେ ମୃତ୍ୟୁବରଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ