ETV Bharat / bharat

BRO ଦ୍ୱାରା ନିର୍ମିତ 44 ସେତୁର ଉଦଘାଟନ କଲେ ରାଜନାଥ

author img

By

Published : Oct 12, 2020, 1:00 PM IST

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୀମା ସଡକ ସଂଗଠନ (BRO) ଦ୍ବାରା ନିର୍ମିତ 44 ଟି ସେତୁକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି।

44 ସେତୁର ଉଦଘାଟନ କଲେ ରାଜନାଥ
44 ସେତୁର ଉଦଘାଟନ କଲେ ରାଜନାଥ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାତୋଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସୀମା ସଡକ ସଂଗଠନ (BRO) ଦ୍ବାରା ନିର୍ମିତ 44 ଟି ସେତୁକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ସେ ମଧ୍ୟ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ରାସ୍ତାରେ ନେଚିଫୁ ଟନେଲ ପାଇଁ ମୂଳଦୁଆ ପକାଇଛନ୍ତି ।

ଏହି ଅବସରରେ ସିଡିଏସ ବିପିନ ରାୱତ, ସେନା ମୁଖ୍ୟ ଏମଏମ ନରାୱଣେ ଏବଂ ଏମଓସେ ଜିତେନ୍ଦ୍ର ସିଂ ଉପସ୍ଥିତ ଥିଲେ। ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରୀ ରଣନୈତିକ ଗୁରୁତ୍ବପୂର୍ଣ୍ଣ ଥିବା ଅଟଳ ଟନେଲ ଭାରତର ସୀମା ତଥା ସୁଦୂର ଅଞ୍ଚଳରେ ରହୁଥିବା ସଶସ୍ତ୍ର ବାହିନୀ ପାଇଁ ଉତ୍ସର୍ଗୀକୃତ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.