ETV Bharat / bharat

ଅଲବର ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ଫାଶୀଦଣ୍ଡ

ଚାରି ବର୍ଷର ଶିଶୁସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଧର୍ମେନ୍ଦ୍ରକୁ ଫାଶୀଦଣ୍ଡ ଶୁଣାଇଛନ୍ତି ପୋକ୍ସୋ କୋର୍ଟ ।

ଫଟୋ ସୌଜନ୍ଯ: ନ୍ୟୁଜ୍ 18
author img

By

Published : Jun 12, 2019, 7:07 PM IST

Updated : Jun 12, 2019, 7:41 PM IST

ଜୟପୁର: ରାଜସ୍ଥାନ ଅଲବର ଦୁଷ୍କର୍ମ ଓ ହତ୍ଯା ମାମଲାରେ ଆଜି ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ବିଚାରପତି ଅଜୟ ଶର୍ମା ପୋକ୍ସୋ ଆକ୍ଟରେ ମାମଲାର ଶୁଣାଣି କରି ଅଭିଯୁକ୍ତ ଧର୍ମେନ୍ଦ୍ର ଓରଫ ରାଜକୁମାରକୁ ଫାଶୀଦଣ୍ଡ ଶୁଣାଇଛନ୍ତି ।

ଅପହରଣ ମାମଲାରେ କୋର୍ଟ ତାକୁ 10 ବର୍ଷ, ପ୍ରମାଣ ନଷ୍ଟ ଅଭିଯୋଗରେ 7ବର୍ଷ କାରାଦଣ୍ଡ ଶୁଣାଇ ଥିବାବେଳେ ଦୁଷ୍କର୍ମ ଓ ହତ୍ୟା ପାଇଁ ଫାଶୀଦଣ୍ଡ ଶୁଣାଇଛନ୍ତି ।

ଅଭିଯୁକ୍ତ ଜଣକ ଗତ ଫେବୃୟାରୀ 2015 ମସିହାରେ ଅଲବରର ବହରୋଡ଼ ଅଞ୍ଚଳରେ ଶିଶୁକନ୍ଯାକୁ ଟୋପିଦେବା ବାହାନାରେ ଅପହରଣ କରିଥିଲା । ପରେ ନିରିହ ନାବାଳିକାକୁ ଦୁଷ୍କର୍ମ କରିବା ସହିତ ହତ୍ଯା କରିଥିଲା ।

Intro:Body:

gs

Conclusion:
Last Updated : Jun 12, 2019, 7:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.