ETV Bharat / bharat

ହାତ ଛାଡି ପଦ୍ମ ଧରିଲେ ରାଜକୁମାର

କଂଗ୍ରେସ ନେତା ରାଜ କୁମାର ଚୌହାନ ବିଜେପିରେ ସାମିଲ ହୋଇଛନ୍ତି । ଉତ୍ତର ପଶ୍ଚିମ ଦିଲ୍ଲୀରୁ ଶେଷ ସମୟରେ କଂଗ୍ରେସ ତାଙ୍କ ଟିକଟ କାଟି ଦେଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 12, 2019, 9:26 AM IST

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ପୂର୍ବରୁ କଂଗ୍ରେସକୁ ଝଟକା ଲାଗିଛି । ସିଲା ଦିକ୍ଷୀତ ସରକାରରେ ମନ୍ତ୍ରୀ ରହିଥିବା ରାଜ କୁମାର ଚୌହାନ ହାତ ଛାଡି ପଦ୍ମ ଧରିଛନ୍ତି ।

ରାଜକୁମାର ଦିଲ୍ଲୀ ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଓ ବରିଷ୍ଠ ନେତା ବିଜୟ ଗୋୟଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନୀତି ଉପରେ ଭରସା ଥିବା କଥା ଚୌହାନ କହିଥିବାବେଳେ ନିଜ ସମୁଦାୟକୁ ବିଜେପି ସହ ଯୋଡିବାର କାମ କରିବେ ବୋଲି କହିଛନ୍ତି । ରାଜକୁମାର ଦଳିତ ସମାଜରୁ ଆସିଥିବାବେଳେ ଉତ୍ତର ପଶ୍ଚିମ ଦିଲ୍ଲୀରୁ ଶେଷ ସମୟରେ କଂଗ୍ରେସ ତାଙ୍କ ଟିକେଟ କାଟି ଦେଇଥିଲା ।

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.