ETV Bharat / bharat

ରାଜସ୍ଥାନରେ 122 କୋରୋନା ନୂଆ ଆକ୍ରାନ୍ତ ଚିହ୍ନଟ, ୟୁପିରେ ମୋଟ 974

author img

By

Published : Apr 19, 2020, 10:47 AM IST

ଜୟପୁରରେ ଗତ 24 ଘଣ୍ଟାରେ 122 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1352ରେ ପହଞ୍ଚିଛି ।

_corona
ରାଜସ୍ଥାନରେ 122 କୋରୋନା ନୂଆ ଆକ୍ରାନ୍ତ ଚିହ୍ନଟ

ଜୟପୁର: ଜୟପୁରରେ ଗତ 24 ଘଣ୍ଟାରେ 122 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜସ୍ଥାନରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1352ରେ ପହଞ୍ଚିଛି ।

ଚିହ୍ନଟ ହୋଇ 122 ନୂଆ ଆକ୍ରାନ୍ତଙ୍କ ମଧ୍ୟରେ 42 ଜଣ ଭରତପୁର, 25 ଜଣ ଜୟପୁର, 26 ଜୋଧପୁର, 17 ନାଗପୁର, 5 କୋଟା, 2 ଅଜମେର ଏବଂ ବନଶ୍ବରା,ଜୈଶଲେମରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି ।

ସେହିପରି ଉତ୍ତରପ୍ରଦେଶରେ 125 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ୟୁପିରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 974ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 108 ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 14 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.