ETV Bharat / bharat

ରାଜସ୍ଥାନ ରାଜନୀତି ରଣ: ଗେହଲଟ ବନାମ ପାଇଲଟ - rajasthan political crisis

ରାଜସ୍ଥାନ ରାଜନୀତି; ଦେଖନ୍ତୁ ଅପଡେଟ୍‌
ରାଜସ୍ଥାନ ରାଜନୀତି; ଦେଖନ୍ତୁ ଅପଡେଟ୍‌
author img

By

Published : Jul 13, 2020, 7:48 AM IST

Updated : Jul 15, 2020, 11:40 AM IST

11:39 July 15

19 ବିଧାୟକଙ୍କୁ ବାଚସ୍ପତିଙ୍କ ନୋଟିସ

ରାଜସ୍ଥାନରେ ରାଜ କରିବା ପାଇଁ ଜୋର ଧରିଛି କ୍ଷମତା ଲଢେଇ । ଏପରି ସ୍ଥିତିରେ ବିଧାନସଭା ବାଚସ୍ପତି ସିପି ଯୋଶୀ, ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକଙ୍କ ପାଖକୁ ନୋଟିସ ପଠାଇଛନ୍ତି । ବିଧାନସଭା ପକ୍ଷରୁ ଜାରି କରାଯାଇଥିବା ଏହି ନୋଟିସରେ 17 ଜୁଲାଇ ଦିନ 1ଟା ସୁଦ୍ଧା ବିଧାନସଭା ଭବନରେ ଜବାବ ଦେବାକୁ କୁହାଯାଇଛି । ନୋଟିସକୁ ବିଧାୟକଙ୍କ ଘର ବାହାରେ ଲଗାଯାଇଛି । 

10:10 July 15

ସଚିନ ପାଇଲଟଙ୍କ ସମର୍ଥନରେ 3 ଜିଲ୍ଲା ସଭାପତିଙ୍କ ଇସ୍ତଫା

ସଚିନ ପାଇଲଟଙ୍କ ସମର୍ଥନରେ ଇସ୍ତଫା ଦେଲେ 3 ଜିଲ୍ଲା ସଭାପତି । ପାଲି, ଟୋଙ୍କ ଓ ଗଙ୍ଗାନଗର ଜିଲ୍ଲାର କଂଗ୍ରେସ ଜିଲ୍ଲା ସଭାପତି ଦେଲେ ଇସ୍ତଫା । ସେହିପରି ଚିତ୍ତୋରଗଡ ସେବାଦଳର ଜିଲ୍ଲାଧ୍ୟକ୍ଷ ଆଶାରାମ ଗାଡରୀ ଓ ନ୍ୟାସନାଲ ଷ୍ଟୁଡେଣ୍ଡସ୍‌ ୟୁନିୟନ ଅଫ୍‌ ଇଣ୍ଡିଆର କୋର୍ଡିନେଟର ଦୀପକ ସିଂ ରାଠୋର ମଧ୍ୟ ଦେଲେ ଇସ୍ତଫା । 

09:38 July 15

ବିଜେପିରେ ଯୋଗଦେବେନି ସଚିନ୍‌

ରାଜସ୍ଥାନର ଯୁବନେତା ସଚିନ ପାଇଲଟଙ୍କ ବଡ ଘୋଷଣା । ବିଜେପିରେ ଯୋଗଦେବେନି ବୋଲି ସ୍ପଷ୍ଟୋକ୍ତି କଲେ ସଚିନ । ଜାତୀୟ ନ୍ୟୁଜ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେବା ଅବସରେ ଏପରି କହିଛନ୍ତି ସଚିନ୍‌ ।  

09:10 July 15

ଆଜି ଦିନ 10ଟାରେ ସଚିନଙ୍କ ପ୍ରେସମିଟ୍‌, କରିପାରନ୍ତି ବଡଘୋଷଣା

ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ସଚିନ ପାଇଲଟଙ୍କୁ ବିଦା କରିବା ପରେ ଆଜି 10ଟାରେ ସେ କିଛି ଘୋଷଣା କରିପାରନ୍ତି । ଏନେଇ ଆଜି ସକାଳ 10ଟାରେ ସଚିନ ପ୍ରେସମିଟ୍‌ ରଖିଛନ୍ତି । ଯେଉଁଥିରେ ସେ ନିଜର ପକ୍ଷ ରଖିବେ ବୋଲି କୁହାଯାଉଛି । 

06:34 July 15

19 ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ ପତ୍ର

  • ରାଜସ୍ଥାନରେ ଦୁଇ ଦୁଇ ଥର କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ନଦେବା ପଡିଲା ମହଙ୍ଗା ।
  • ସଚିନ ପାଇଲଟଙ୍କ ସମେତ 19 ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କୁ ପତ୍ର ଲେଖିଲା କଂଗ୍ରେସ ।
  • ପ୍ରଥମେ ସଚିନଙ୍କୁ ପିସିସି ସଭାପତି ଓ ଉପମୁଖ୍ୟମନ୍ତ୍ରୀ ପଦରୁ ବତାଡିତ କରିଥିଲା ଦଳ ।

22:28 July 14

ସିଏମଙ୍କ ବାସଭବନରେ ମନ୍ତ୍ରୀ ପରିଷଦର ବୈଠକ ସମାପ୍ତ

22:27 July 14

  •  
  • ରାଜସ୍ଥାନ ରାଜନୈତିକ ଯୁଦ୍ଧରେ ଆମ୍ ଆଦମୀ ପାର୍ଟିର ଏଣ୍ଟ୍ରି
  • ବୁଧବାର ଆମ୍ ଆଦମୀ ପାର୍ଟି ରାଜ୍ୟ ଦାୟିତ୍ବରେ ଥିବା ସଞ୍ଜୟ ସିଂ ଜୟପୁରରେ ରହିବେ
  • ସଞ୍ଜୟ ସିଂ ଏବଂ ସହ-ପ୍ରଭାରୀ ହେମଚାନ୍ଦ କରିବେ ପ୍ରେସ କନଫେରେନ୍ସ
  • ପିଙ୍କ ସିଟି ପ୍ରେସ କ୍ଲବରେ ମିଡିଆକୁ ଅପରାହ୍ନ 2:30ରେ ଗଣମାଧ୍ୟମ ସହ ଆଲୋଚନା

21:17 July 14

  • ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କ୍ୟାବିନେଟ ବୈଠକ ଶେଷ
  • ମନ୍ତ୍ରୀ ପରିଷଦ ଆରମ୍ଭ ବୈଠକ ଆରମ୍ଭ
  • ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଅଧ୍ୟକ୍ଷତାରେ ବୈଠକ

21:16 July 14

  • ରାଜସ୍ଥାନ କଂଗ୍ରେସରେ ଇସ୍ତଫା ପର୍ବ
    ରାଜ୍ୟ କଂଗ୍ରେସ ସଚିବ ପଦରୁ ଇସ୍ତଫା ଦେଲେ ପ୍ରଶାନ୍ତ ମହାଦେବ ଶର୍ମା ଏବଂ ରାଜେଶ ଚୌଧୁରୀ ।

20:36 July 14

  • ରାଜ୍ୟରେ ବର୍ତ୍ତମାନର ରାଜନୈତିକ ପରିସ୍ଥିତିକୁ ନେଇ ବିଜେପି ମଙ୍ଗଳବାର ରାଜସ୍ଥାନ ଦଳୀୟ କାର୍ଯ୍ୟାଳୟରେ ବୈଠକ କରିଛି ।
  • ବୈଠକରେ ଦଳର ରାଜ୍ୟ ସଭାପତି ସତୀଶ ପୁନିଆ ଏବଂ ଦଳର ନେତା ଓମ ମଥୁର, ଗୁଲାବ ଚାନ୍ଦ କଟାରିଆ ଏବଂ ରାଜେନ୍ଦ୍ର ରାଠୋର ଉପସ୍ଥିତ ରହିଥିଲେ ।

20:15 July 14

ବିଧାୟକମାନଙ୍କୁ ଜାରି ହେବ କାରଣ ଦର୍ଶାଅ ନୋଟିସ

  • ଆକ୍ସନ ମୁଡରେ  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
  • ମନ୍ତ୍ରୀ ପଦରୁ ବରଖାସ୍ତ ହେବା ପରେ ବର୍ତ୍ତମାନ ବିଧାୟକଙ୍କ ପାଳି
  • ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କରାଯିବ ଜାରି ।
  • ମଙ୍ଗଳବାର ରାତିରେ ବିଧାୟକମାନଙ୍କୁ ଦିଆଯିବ ନୋଟିସ ।
  • ବିଧାୟକ ଦଳକୁ ଅନୁପସ୍ଥିତ ଥିବା ବିଧାୟକମାନଙ୍କୁ ନୋଟିସ ।
  • ବିଧାୟକ ଦଳର ବୈଠକରେ ଯୋଗ ନଦେବା ପାଇଁ ଦିଆଯିବ ନୋଟିସ ।

20:15 July 14

ଫଟୋ ସୌଜନ୍ୟ: ଟ୍ବିଟର@@ShashiTharoor
ଫଟୋ ସୌଜନ୍ୟ: ଟ୍ବିଟର@@ShashiTharoor

କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁରଙ୍କ ଟ୍ବିଟ

  • ସଚିନ ପାଇଲଟଙ୍କ ସମ୍ପର୍କରେ ବରିଷ୍ଠ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା
  • କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଟ୍ବିଟ କରିଛନ୍ତି
  • 'ମୁଁ ତାଙ୍କୁ ଆମର ଶ୍ରେଷ୍ଠ ଏବଂ ପ୍ରତିଭାଶୀଳୀ ଲୋକମାନଙ୍କ ମଧ୍ୟରୁ ଜଣେ ବିବେଚନା କରେ'

20:05 July 14

ଫଟୋ ସୌଜନ୍ୟ: ଏଏନଆଇ
ଫଟୋ ସୌଜନ୍ୟ: ଏଏନଆଇ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍, ରାଜ୍ୟ ମନ୍ତ୍ରୀଙ୍କ ସହ ଫେୟାରମୋଣ୍ଟ ହୋଟେଲରୁ ନିଜ ବାସଭବନ ଅଭିମୁଖେ ଯାତ୍ରା କରିଛନ୍ତି

ସନ୍ଧ୍ୟା 7:30 ରୁ ଆରମ୍ଭ ହୋଇଛି କ୍ୟାବିନେଟ ବୈଠକ । CM ଙ୍କ ବାସଭବନରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ରାତି 8:00 ରେ ।

19:55 July 14

ପାଇଲଟ ସମର୍ଥକମାନଙ୍କୁ ଜଣାଇଲେ ଧନ୍ୟବାଦ

ଫଟୋ ସୌଜନ୍ୟ: ଟ୍ବିଟର@@SachinPilot
ଫଟୋ ସୌଜନ୍ୟ: ଟ୍ବିଟର@@SachinPilot

ପାଇଲଟ ସମର୍ଥକଙ୍କୁ ଜଣାଇଲେ ଧନ୍ୟବାଦ 

    ପାଇଲଟ ସମର୍ଥକମାନଙ୍କୁ ଜଣାଇଛନ୍ତି ଧନ୍ୟବାଦ 

    ଟ୍ୱିଟ୍ ମାଧ୍ୟମରେ କୃତଜ୍ଞତା ଜଣାଇଲେ 

    ଯେଉଁମାନେ ଆଜି ମୋତେ ସମର୍ଥନ କରିବାକୁ ବାହାରିଛନ୍ତି ସେମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଲେଖିଲେ

19:07 July 14

 କଂଗ୍ରେସ କର୍ମୀ ରାହୁଲ ଗାନ୍ଧୀଙ୍କଠୁ ମାଗିଲେ ଇଚ୍ଛାମୃତ୍ୟୁ

19:06 July 14

କାର୍ଯ୍ୟାନୁଷ୍ଠାନ ପରେ ଖାଦ୍ୟ ଯୋଗାଣମନ୍ତ୍ରୀ ରମେଶ ମୀନାଙ୍କ ବିବୃତ୍ତି

କ’ଣ କରିଥିଲୁ ଯାହାଫଳରେ ଆମକୁ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି

ଯାହା ବି ଅସନ୍ତୋଷ ଥିଲା, ଏହାକୁ ପାର୍ଟିର ପ୍ଲାଟଫର୍ମରେ ରଖିଥିଲୁ

ମୁଁ ବିଶ୍ବାସ ସହ ଦଳରେ କାର୍ଯ୍ୟ କରୁଥିଲି  

ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ କେନ୍ଦ୍ର ମନ୍ତ୍ରୀ ପାଶୱାନ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଛନ୍ତି

ଏମିତି ମୁଁ କଣ ଦଳ ବିରୋଧୀ କାର୍ଯ୍ୟ କରିଛି

17:45 July 14

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସନ୍ଧ୍ୟା 7.30ରେ କ୍ୟାବିନେଟ ବୈଠକ ଏବଂ ରାତି 8 ଟାରେ ମନ୍ତ୍ରୀ ପରିଷଦ ବୈଠକ

ମନ୍ତ୍ରୀ ମଣ୍ଡଳ ବିସ୍ତାରରେ 7 ରୁ 8 ନୂତନ ବିଧାୟକ ସୁଯୋଗ       

କ୍ୟାବିନେଟ ବିସ୍ତାରରେ ନୂତନ ବିଧାୟକଙ୍କୁ ମିଳିବ ସୁଯୋଗ  

7 ରୁ 8 ନୂତନ ବିଧାୟକ ଏକ ସୁଯୋଗ ପାଇବେ  

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବୈଠକ  

 ସନ୍ଧ୍ୟା 7.30 ରେ କ୍ୟାବିନେଟ ବୈଠକ 

  8.00 ରେ ମନ୍ତ୍ରୀ ପରିଷଦ ବୈଠକ  

ବୁଧବାର ଜୟପୁର ଆସିବେ ବସୁନ୍ଧରା ରାଜେ

  ରାଜସ୍ଥାନ ରାଜନୈତିକ ସଂଗ୍ରାମରେ ବାସୁନ୍ଧରା ରାଜେଙ୍କ ଏଣ୍ଟ୍ରି

   ବିଜେପି ରାଜ୍ୟ ସଭାପତି ପୁନିଆ ଏବଂ ବିରୋଧୀ ଦଳର ନେତା ଗୁଲାବ ଚନ୍ଦ କାଟାରିଆ ବସୁନ୍ଧରା ରାଜେଙ୍କ ସହ ଆଲୋଚନା

   ମଙ୍ଗଳବାର ରାଜ୍ୟ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ହୋଇଛି ଆଲୋଚନା 

   ବୁଧବାର ଜୟପୁର ଆସିବେ ବସୁନ୍ଧରା ରାଜେ

   ବିଜେପି ବୈଠକରେ ହେବେ ସାମିଲ

ରାଜସ୍ଥାନ ରାଜନୈତିକ ଘଟଣା ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

   ସାମ୍ବାଦିକ ସମ୍ମିଳନୀରେ ରାଜେନ୍ଦ୍ର ରାଠୋରଙ୍କ ବିବୃତ୍ତି

   ଗେହଲୋଟ୍ ସରକାର 3 ଡଜନରୁ ଅଧିକ ପ୍ରାୟ 42 ବିଧାୟକଙ୍କ ସମର୍ଥନ ହରାଇଛନ୍ତି

   ପ୍ରତ୍ୟେକ ବିଧାୟକଙ୍କ ଘରେ ପୋଲିସ ମୁତୟନ, ଏହା ଗଣତନ୍ତ୍ର ପାଇଁ ଅପମାନ

   ସରକାରଙ୍କ  ଅବଗଣତି ଆରମ୍ଭ ହୋଇଛି, ଏହି ସରକାର ଭାଙ୍ଗିବା ନିଶ୍ଚିତ

   ମୁଖ୍ୟମନ୍ତ୍ରୀଙ୍କ ଶେଷ ଚାଲରେ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଏସଓଜିର ନୋଟିସ  

   ଏସଓଜି ଜରିଆରେ ଗିରଫ କରି ଅପମାନିତ କରିବା ପ୍ଲାନ

15:58 July 14

ସନ୍ଧ୍ୟା 7:30 ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ରାଜ୍ୟ କ୍ୟାବିନେଟ ବୈଠକ

ରାଜସ୍ଥାନ ରାଜ୍ୟପାଳଙ୍କୁ ଭେଟିଲେ ସିଏମ ଅଶୋକ ଗେହଲଟ

ରାଜସ୍ଥାନ: ସନ୍ଧ୍ୟା 7:30 ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ରାଜ୍ୟ କ୍ୟାବିନେଟ ବୈଠକ । ରାତି  8:00 ରେ ମନ୍ତ୍ରୀ ପରିଷଦ ବୈଠକ ।

କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ 10 ଜନପଥରେ ପହଞ୍ଚିଛନ୍ତି । ସଚିନ ପାଇଲଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପରେ ଏହି ବୈଠକ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି ।   

ସଚିନ ପାଇଲଟଙ୍କୁ ଡେପୁଟି ସିଏମ ଏବଂ ବିଶ୍ବେନ୍ଦ୍ର ସିଂ ଏବଂ ରମେଶ ମୀନାଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ସିଏମ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।

 ରାଜସ୍ଥାନ କଂଗ୍ରେସକୁ ବିଜେପିର ଚ୍ୟାଲେଞ୍ଜ , ବହୁମତ ଅଛି ତେବେ ଫ୍ଲୋର ଟେଷ୍ଟ କରୁ ଗୁଲାବ ଚନ୍ଦ କଟାରିଆ 

ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ କହିଛନ୍ତି ଯେ ଲୋକମାନେ ଏହି ସରକାର ଉପରେ ନାରାଜ ଏବଂ ନିରାଶ । ଏବଂ ବିଶ୍ବରେ କୌଣସି ଶକ୍ତି ଏହାକୁ ରକ୍ଷା କରିପାରିବ ନାହିଁ । ଆମର ପ୍ରାଥମିକତା ହେଉଛି ଏହି ସରକାର କ୍ଷମତା ହରାଉ । ଆମେ ସତର୍କ ରହି ପରିସ୍ଥିତି ଉପରେ ନଜର ରଖିଛୁ ଏବଂ ସେହି ଅନୁଯାୟୀ ରଣନୀତି ସ୍ଥିର କରିବୁ।

13:37 July 14

ଗେହଲଟ VS ପାଇଲଟ

ପାଇଲଟଙ୍କ ବିଦା ପରେ ଗେହଲଟଙ୍କ ବୟାନ

ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ବିଦା କଲା କଂଗ୍ରେସ । ଏହାସହ ରାଜସ୍ଥାନ କଂଗ୍ରେସ ସଭାପତି ପଦରୁ ମଧ୍ୟ ତାଙ୍କୁ ହଟାଇଲା ଦଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯେୱାଲା ।

12:49 July 14

ସଚିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ପ୍ରସ୍ତାବ ପାରିତ: ସୂତ୍ର

କଂଗ୍ରେସ ବିଧାୟକ ଦଳ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଚିନ ପାଇଲଟଙ୍କ ସମେତ ତାଙ୍କ ସମର୍ଥକ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ପ୍ରସ୍ତାବ ପାରିତ ହୋଇଥିବା ନେଇ ସୂଚନା ମିଳିଛି ।

12:11 July 14

କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ

ହୋଟେଲରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ । ବୈଠକକୁ ଆସିଲେନି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ତାଙ୍କ ସହିତ ମଧ୍ୟ ଯୋଗଦେଲେନି ତାଙ୍କ ସମର୍ଥକ ବିଧାୟକ । 

10:48 July 14

ପାଇଲଟ ଗ୍ରୁପ୍‌ର ତାଜା ଅପଡେଟ୍‌

ସାମ୍ନାକୁ ଆସିଲା କଂଗ୍ରେସ ବିଧାୟକ ତଥା ସଚିନ ପାଇଲଟ ଗ୍ରୁପ୍‌ର ବିଧାୟକଙ୍କ ବୟାନ । ବିଧାୟକ ଭୱଂର ଲାଲ ଶର୍ମା ଫେସବୁକରେ ଫୋଷ୍ଟ କରି କଂଗ୍ରେସ ସହିତ ଥିବା କହିବା ସହ ରାଜ୍ୟ ଅଧ୍ୟକ୍ଷ ସଚିନ ପାଇଲଟଙ୍କ ସହିତ ଥିବା କହିଛନ୍ତି । 

10:28 July 14

ଦିନ 11ଟାରେ ହେବ କଂଗ୍ରେସ ବିଧାୟକ ଦଳ ବୈଠକ

ବଦଳିଲା କଂଗ୍ରେସ ବିଧାୟକ ଦଳ ବୈଠକର ସମୟ । ସକାଳ 10ଟା ବଦଳରେ 11ଟାରେ ହେବ ବୋଲି ସୂଚନା । ସେପଟେ ସଚିନ ପାଇଲଟଙ୍କୁ ବୈଠକରେ ଯୋଗଦେବାକୁ ଟ୍ବିଟ୍‌ କରି ଅନୁରୋଧ କଲେ କଂଗ୍ରେସ ନେତା ଅବିନାଶ ପାଣ୍ଡେ । 

10:10 July 14

ହୋଟେଲରେ କଂଗ୍ରେସ ବିଧାୟକଙ୍କ ବ୍ୟାୟାମ

ହୋଟେଲରେ କଂଗ୍ରେସ ବିଧାୟକଙ୍କ ବ୍ୟାୟାମ

ବୈଠକ ପୂର୍ବରୁ ସାମ୍ନାକୁ ଆସିଲା ହୋଟେଲରେ କଂଗ୍ରେସ ବିଧାୟକଙ୍କ ବ୍ୟାୟାମ ଭିଡିଓ ।

09:51 July 14

କଂଗ୍ରେସ ବୈଠକ ଉପରେ ବିଜେପିର ନଜର

ରାଜ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟ ଓ କଂଗ୍ରେସ ବିଧାୟକ ଦଳ ବୈଠକ ଉପରେ ନଜର ରଖିଛି ବିଜେପି । ବୈଠକରେ ଉପସ୍ଥିତ ବିଧାୟକଙ୍କ ସଂଖ୍ୟାକୁ ଦେଖି ନିଜ ରଣନୀତି ପ୍ରସ୍ତୁତ କରିବାକୁ ବିଜେପି ଯୋଜନା କରିଥିବା ସୂଚନା ମିଳିଛି । 

06:30 July 14

ଆଜି ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ

ଜୟପୁର: ରାଜସ୍ଥାନରେ ସରକାର ବଞ୍ଚାଇବା ପାଇଁ ଜାରି ରହିଛି ପ୍ରୟାସ । କଂଗ୍ରେସର ସମସ୍ତ ବିଧାୟକଙ୍କୁ ଏକଜୁଟ୍‌ କରିବା ପାଇଁ ଆଜି ପୁଣି ଦିନ 10ଟାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଯେଉଁଥିରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନ କଂଗ୍ରେସ ସଭାପତି ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ମଧ୍ୟ ଡକାଯାଇଛି । 

15:42 July 13

ରାହୁଲ ଓ ପ୍ରିୟଙ୍କାଙ୍କ ସହ କଥା ହେଲେ ସଚିନ ପାଇଲଟ: ସୂତ୍ର

ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଳ ଓ ଅହମ୍ମଦ ପଟେଲଙ୍କ ସହ କଥା ହେଲେ ସଚିନ ପାଇଲଟ । ବିଶ୍ବସ୍ତ ସୂତ୍ରରୁ ଏହା ପ୍ରକାଶ କରାଯାଇଛି ।  

15:22 July 13

ସରିଲା ବିଧାୟକ ଦଳ ବୈଠକ

ସରିଲା ବିଧାୟକ ଦଳ ବୈଠକ
ସରିଲା ବିଧାୟକ ଦଳ ବୈଠକ

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ନେତୃତ୍ବରେ ବିଧାୟକ ଦଳ ବୈଠକ ଶେଷ ହୋଇଛି । ଏହି ବୈଠକରେ 107 ଜଣ ବିଧାୟକ ଉପସ୍ଥିତ ରହିଥିବା ଜଣାପଡିଛି । 

12:27 July 13

ରାଜସ୍ଥାନର ସ୍ଥିତିକୁ ନେଇ କଂଗ୍ରେସର ପ୍ରେସମିଟ୍‌

ରାଜସ୍ଥାନର ସ୍ଥିତିକୁ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କ ପ୍ରେସ୍‌ମିଟ୍‌ । ରାଜ୍ୟରେ  ସରକାର ସ୍ଥିର ରହିଛି । ଆମେ ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରା କରିବୁ ବୋଲି କହିଲେ ରଣଦୀପ୍‌ । ଏହାସହ ଏହା ଆମ ଘରର ମାମଲା । ତାଙ୍କ ପାଇଁ ଦ୍ବାର ସବୁବେଳେ ଖୋଲା ରହିଛି । ସେ ଯେତେବେଳେ ବି ଚାହିଁବେ ଆଲୋଚନା କରିପାରିବେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ।

11:27 July 13

ରାଜସ୍ଥାନ ପିସିସି କାର୍ଯ୍ୟାଳୟରୁ ହଟିଲା ପାଇଲଟଙ୍କ ପୋଷ୍ଟର

ରାଜସ୍ଥାନ ପିସିସି କାର୍ଯ୍ୟାଳୟରୁ ହଟିଲା ପିସିସି ସଭାପତି ସଚିନ ପାଇଲଟଙ୍କ ପୋଷ୍ଟର । 

11:05 July 13

କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଆରମ୍ଭ । 90 ବିଧାୟକ ଉପସ୍ଥିତ ଥିବା ସୂଚନା । 

10:34 July 13

ରାଜସ୍ଥାନରେ ଇନକମ ଟ୍ୟାକ୍ସର ଚଢାଉ

ରାଜସ୍ଥାନରେ ସତ୍ତା ପାଇଁ ସଙ୍କଟ ଦେଖାଦେଇଥିବାବେଳେ କିଛି ସ୍ଥାନରେ ଇନକମ ଟ୍ୟାକ୍ସର ଚଢାଉ ହୋଇଛି । ରାଜନୀତି ସହିତ ଜଡିତ 22 ସ୍ଥାନରେ ଇନକମ ଟ୍ୟାକ୍ସ ଚଢାଉ କରିଛି ।

09:57 July 13

ବିଧାୟକ ଦଳ ବୈଠକରେ ସାମିଲ ହେବେନି ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ

ବିଧାୟକ ଦଳ ବୈଠକରେ ସାମିଲ ହେବେନି ମନ୍ତ୍ରୀ ବିଶ୍ବେନ୍ଦ୍ର ସିଂ । ସେପଟେ ବୈଠକ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ପହଞ୍ଚିଲେ ଉପମୁଖ୍ୟ ସଚେତକ ମହେନ୍ଦ୍ର ସିଂ ଓ ମନ୍ତ୍ରୀ ହରିଶ ଚୌଧୁରୀ ।

09:54 July 13

ବିଜେପି ଅଧ୍ୟକ୍ଷଙ୍କ ବଡ ବୟାନ

ରାଜସ୍ଥାନରେ ରାଜନୈତିକ ସଙ୍କଟ ସମୟରେ ବିଜେପି ଅଧ୍ୟକ୍ଷଙ୍କ ବଡ ବୟାନ । କହିଲେ ବିଜେପିରେ ସଚିନ ପାଇଲଟଙ୍କୁ ସ୍ବାଗତ । 

07:05 July 13

ଗେହଲଟ VS ପାଇଲଟ

ଜୟପୁର: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ପାଇଁ ଆଜି ଦିନ 10.30ରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ତେବେ ଏଥିରେ ସମସ୍ତ ବିଧାୟକ ଉପସ୍ଥିତ ରହିବା ପାଇଁ ଦଳ ପକ୍ଷରୁ ହ୍ବିପ୍‌ ଜାରି କରାଯାଇଛି । ଏହାସହ ତାଙ୍କ ପାଖରେ 109 ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ଦର୍ଶାଇବା ସହ ଅନ୍ୟ ବିଧାୟକଙ୍କ ସହ ଯୋଗାଯୋଗ ଚାଲିଛି ବୋଲି ଦଳ ପକ୍ଷରୁ ରାତି 2.30ରେ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।  

ସେପଟେ ବୈଠକରେ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିବା ସହ ତାଙ୍କ ସପକ୍ଷରେ 30 ବିଧାୟକ ଥିବାରୁ ଗେହଲଟ ସରକାର ସଂଖ୍ୟାଲଘୁ ହୋଇଥିବା ସେ ଦାବି କରିଛନ୍ତି ।  

ଅନ୍ୟପଟେ ରାଜସ୍ଥାନରେ କଂଗ୍ରେସ ସରକାରକୁ ବଞ୍ଚାଇବା ପାଇଁ ତିନି ବରିଷ୍ଠ ନେତାଙ୍କୁ ଜୟପୁରକୁ ପଠାଇଛି । ତେବେ ଏସବୁ ଭିତରେ ଗତକାଲି ସଚିନ ବିଜେପିର କିଛି ନେତୃତ୍ବଙ୍କୁ ଭେଟିଥିବାର ଚର୍ଚ୍ଚା ହେଉଥିବାରୁ ଆଜି ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି କୁହାଯାଉଛି ।  

Last Updated : Jul 15, 2020, 11:40 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.