ଜୟପୁର: କୋଭିଡ୍ କାୟାରେ ଦେଶର ବଡ ନେତାମନ୍ତ୍ରୀ। ବର୍ତ୍ତମାନ ରାଜସ୍ଥାନରେ ବିଜେପିର ରାଜ୍ୟ ସଭାପତି ସତୀଶ ପୁନିଆ କୋଭିଡ୍ 19 ପାଇଁ ପଜିଟିଭ୍ ପରୀକ୍ଷା କରିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ,ସେ ଏବେ ଘରେ ଆଇସୋଲେସନରେ ଅଛନ୍ତି।
ତେବେ ସତୀଶ ପଜିଟିଭ୍ ଆସିବା ନେଇ ନିଜେ ଚ୍ବିଟ କରି ଜଣାଇଛନ୍ତି। ଏହାସହ ବିଗତ କିଛିଦିନ ଭିତରେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ପରୀକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି।
-
State president of BJP in Rajasthan, Satish Poonia tests positive for #COVID19. He is asymptomatic and under home-isolation, as advised by doctors. pic.twitter.com/dt01ECZd6m
— ANI (@ANI) September 4, 2020 " class="align-text-top noRightClick twitterSection" data="
">State president of BJP in Rajasthan, Satish Poonia tests positive for #COVID19. He is asymptomatic and under home-isolation, as advised by doctors. pic.twitter.com/dt01ECZd6m
— ANI (@ANI) September 4, 2020State president of BJP in Rajasthan, Satish Poonia tests positive for #COVID19. He is asymptomatic and under home-isolation, as advised by doctors. pic.twitter.com/dt01ECZd6m
— ANI (@ANI) September 4, 2020
ଏହା ପୂର୍ବରୁ ଜୁନ୍ ମାସରେ ପୂର୍ବତନ ରାଜ୍ୟ ବିଜେପି ସଭାପତି ଭନୱାର୍ଲାଲ ଶର୍ମାଙ୍କ ଅନ୍ତିମ ରୀତିନୀତିରେ ଉପସ୍ଥିତ ଜଣେ ବ୍ୟକ୍ତି ପଜିଟିଭ୍ ପରୀକ୍ଷା କରିବା ପରେ ପୁନିଆ ନିଜର କୋଭିଡ୍ ପରୀକ୍ଷା କରିଥିଲେ ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା।