ETV Bharat / bharat

ଓସମାନିଆ ମେଡିକାଲରେ ଲହଡି ଭାଙ୍ଗୁଛି ପାଣି

ମେଡିକାଲରେ ଲହଡି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ଓସମାନିଆ ମେଡିକାଲରେ ପଶିଲା ପାଣି, ହନ୍ତସନ୍ତ ହେଲେ ରୋଗୀ । ଅଧିକ ପଢନ୍ତୁ....

rain water enters in osmania hospital patients got trobles
ମେଡିକାଲରେ ଲହଡି ଭାଙ୍ଗୁଛି ପାଣି
author img

By

Published : Jul 14, 2020, 10:55 AM IST

ହାଇଦ୍ରାବାଦ: ମେଡିକାଲରେ ଲହଡି ଭାଙ୍ଗୁଛି ପାଣି । ସୋମବାର ଦିନ ହାଇଦ୍ରାବାଦରେ ପ୍ରବଳ ବର୍ଷା ହୋଇଥିବାରୁ ଓସମାନିଆ ମେଡିକାଲରେ ପାଣି ପଶିଯାଇଥିଲା । ଫଳରେ ରୋଗୀ ହନ୍ତସନ୍ତ ହୋଇଥିଲେ । ଜଳବନ୍ଦୀ ହୋଇଯାଇଥିଲା ମେଡିକାଲର କରିଡର । ଜଳ ନିଷ୍କାସନ ପାଇଁ ମେଡିକାଲ କର୍ତ୍ତୃପକ୍ଷ କୈଣସି କୈଣସି ବ୍ୟବସ୍ଥା କରି ନଥିଲେ । ଫଳରେ ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହୋଇଥିଲେ । ଯାହାକୁ ନେଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ମେଡିକାଲରେ ଲହଡି ଭାଙ୍ଗୁଛି ପାଣି

ତେବେ ଓସମାନିଆ ହସପିଟାଲ ହେଉଛି ତେଲେଙ୍ଗାନା ରାଜ୍ୟର ସର୍ବ ପୁରତନ ସରକାରୀ ଚିକିତ୍ସାଳୟ । ପାଞ୍ଚବର୍ଷ ପୂର୍ବେ କେସିଆର ସରକାର ଏହି ମେଡିକାଲ କୋଠାକୁ ଭାଙ୍ଗି ନୂତନ ବିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ହେଲେ ପରେ ସରକାର ଏହି ଯୋଜନାକୁ ବନ୍ଦ କରିଦେଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.