ନୂଆଦିଲ୍ଲୀ: ଆୟକର ବିଭାଗର ଚଢାଉ । ବିଦେଶୀ ମଦ ପ୍ରସ୍ତୁତ କରୁଥିବା କେତେକ କମ୍ପାନୀ ଉପରେ ଆୟକର ବିଭାଗ ଚଢାଉ କରି ପ୍ରାୟ 700କୋଟି ଟଙ୍କା ଜବତ କରିଛି । ଆୟକର ବିଭାଗ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ଗୋଆରେ ଚଢାଉ କରିଥିଲେ ।
ବିଦେଶୀ ମଦ କମ୍ପାନୀ ଉପରେ ଚଢାଉ, 700କୋଟି ଜବତ - Income tax department
ବିଦେଶୀ ମଦ କମ୍ପାନୀରେ ଚଢଉ କରି 700 କୋଟିର ଅଘୋଷିତ ଅର୍ଥ ଜବତ ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ନୂଆଦିଲ୍ଲୀ: ଆୟକର ବିଭାଗର ଚଢାଉ । ବିଦେଶୀ ମଦ ପ୍ରସ୍ତୁତ କରୁଥିବା କେତେକ କମ୍ପାନୀ ଉପରେ ଆୟକର ବିଭାଗ ଚଢାଉ କରି ପ୍ରାୟ 700କୋଟି ଟଙ୍କା ଜବତ କରିଛି । ଆୟକର ବିଭାଗ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ ଗୋଆରେ ଚଢାଉ କରିଥିଲେ ।
Intro:Body:
Conclusion:
BLANK
Conclusion: