ETV Bharat / bharat

ସାପ ଧରି ବିବାଦରେ ପ୍ରିୟଙ୍କା, ନିର୍ବାଚନ ଆୟୋଗଙ୍କୁ ଅଭିଯୋଗ କରିବ ପେଟା

ହାତରେ ସାପ ଧରି ଅଡୁଆରେ ପ୍ରିୟଙ୍କା । ବନ୍ୟଜନ୍ତୁ ସୁରକ୍ଷା ସଂସ୍ଥା (ପେଟା) ନିର୍ବାଚନ ଆୟୋଗଙ୍କ ନିକଟରେ ଏନେଇ କରିବ ଅଭିଯୋଗ ।

author img

By

Published : May 3, 2019, 4:50 PM IST

ଫଟୋ ସୌଜନ୍ୟ: ସୋସିଆଲମିଡିଆ/ଟ୍ବିଟର@@smritiirani

ଲକ୍ଷ୍ନୌ: ହାତରେ ସାପ ଧରି ଅଡୁଆରେ ପ୍ରିୟଙ୍କା । ବନ୍ୟଜନ୍ତୁ ସୁରକ୍ଷା ସଂସ୍ଥା ନିର୍ବାଚନ ଆୟୋଗ ନିକଟରେ ଏନେଇ କରିବ ଅଭିଯୋଗ । ଉତ୍ତର ପ୍ରଦେଶ ରାଇବରେଲିରେ ପ୍ରଚାର ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ସାପସହ ଖେଳୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଭଳି ମନ୍ତବ୍ୟ ଦେଇଛି PETA ।

ତେବେ PETAର ପ୍ରତିନିଧିଙ୍କ କହିବାନୁଯାୟୀ, ନିର୍ବାଚନୀ ପ୍ରଚାରରେ ଜୀବଜନ୍ତୁଙ୍କ ବ୍ୟବହାର କରାଯାଇ ପାରିବ ନାହିଁ । ଯେତେବେଳେ କି ପ୍ରିୟଙ୍କା ପ୍ରଚାର ସମୟରେ ସାପ ସହ ଫଟୋ ଉଠାଇଥିଲେ । ତେବେ ଏହି ପରୀପ୍ରେକ୍ଷୀରେ ପ୍ରିୟଙ୍କା ପ୍ରଚାର ନୁହେଁ ବରଂ ସାପୁଆଙ୍କୁ ସାକ୍ଷାତ କରିଥିବା କଂଗ୍ରେସ ଦାବି କରିଛି ।

Intro:Body:

dddddddfh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.