ETV Bharat / bharat

ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ ଅଧିକ ସମୟ ଲୁଚି ପାରିବନି: ରାହୁଲ ଗାନ୍ଧୀ - rahul gandhi target modi

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତ ଛଡା କରୁନାହାଁନ୍ତି। ସେ କୋରୋନା ସଂକ୍ରମଣ ହେଉ କିମ୍ବା ଲଦାଖର ସୀମା ବିବାଦରେ ଭାରତୀୟ ସେନା ଯବାନଙ୍କ ଶହୀଦ ଘଟଣା, ରାହୁଲ ଗାନ୍ଧୀ ପ୍ରତ୍ୟେକ ଦିଗରେ ମୋଦି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧୀ
author img

By

Published : Jul 5, 2020, 3:53 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ରରେ ମୋଦି ସରକାରଙ୍କ ବିରୋଧରେ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତ ଛଡା କରୁନାହାଁନ୍ତି। ସେ କୋରୋନା ସଂକ୍ରମଣ ହେଉ କିମ୍ବା ଲଦାଖର ସୀମା ବିବାଦରେ ଭାରତୀୟ ସେନା ଯବାନଙ୍କ ଶହୀଦ ଘଟଣା ରାହୁଲ ପ୍ରତ୍ୟେକ ଦିଗରେ ମୋଦି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

ଗୁରୁ ପୂର୍ଣ୍ଣିମା ଅବସରରେ ରାହୁଲ ଗାନ୍ଧୀ ଏବେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ନେତା ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇ ଗୌତମ ବୁଦ୍ଧଙ୍କ ଉଦ୍ଧେଶ୍ୟରେ କହିଛନ୍ତି ଯେ ଦୀର୍ଘ 3 ଟି ଜିନିଷ, ଯାହା ଅଧିକ ସମୟ ପର୍ଯ୍ୟନ୍ତ ଲୁଚି ରହି ନଥାଏ, ତାହା ହେଉଛି ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ। ରାହୁଲ ଗାନ୍ଧୀ ଏହାକୁ ନେଇ ଟ୍ବିଟ କରିଛନ୍ତି, ‘3ଟି ଜିନିଷ ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଲୁଚି ରହିପାରିବ ନାହିଁ - ସୂର୍ଯ୍ୟ, ଚନ୍ଦ୍ର ଓ ସତ୍ୟ- ଗୌତମ ବୁଦ୍ଧ। ଆପଣଙ୍କୁ ଗୁରୁ ପୂର୍ଣ୍ଣିମାର ଶୁଭେଚ୍ଛା ’।

ଅନ୍ୟପକ୍ଷେ ରାହୁଲ ଶୁକ୍ରବାର କହିଥିଲେ କି ଲଦାଖବାସୀ ଚୀନ ଜମି ନେଇଯାଇଥିବା ଅଭିଯୋଗ କରୁଛନ୍ତି । ସରକାରଙ୍କୁ ସେମାନଙ୍କ କଥା ଶୁଣିବା ଉଚିତ୍ । ରାହୁଲ ଗାନ୍ଧୀ ଏକ ଭିଡିଓ ସେୟାର କରି ଏହା କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.