ETV Bharat / bharat

'ପପୁ' ନୁହଁନ୍ତି ରାହୁଲ ଗାନ୍ଧୀ : ସାମ୍ ପିଟ୍ରୋଡା଼

author img

By

Published : May 5, 2019, 5:49 PM IST

ରାହୁଲ ଗାନ୍ଧୀ କଦାପି 'ପପୁ' ନୁହଁନ୍ତି । ଭାରତ ରାହୁଲଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ନେତୃତ୍ବ ଦେବାକୁ ଚାହୁଁଛି ।

ଫଟୋ ସୌଜନ୍ୟ : ଏନ୍ଆଇ

ଇନ୍ଦୋର : ରାହୁଲ ଗାନ୍ଧୀ କଦାପି 'ପପୁ' ନୁହଁନ୍ତି । ଭାରତ ରାହୁଲଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତ ଯୁବକଙ୍କୁ ନେତୃତ୍ବ ଦେବାକୁ ଚାହୁଁଛି । ସେଭଳି ଜଣେ ଯୁବକଙ୍କ ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜାତୀୟ ଓଭରସିସ୍ କଂଗ୍ରେସର ମୁଖ୍ୟ ସାମ୍ ପିଟ୍ରୋଡ଼ା ।

ସାମ୍ବାଦିକ ସମ୍ମିଳନୀରେ ପିଟ୍ରୋଡା କହିଛନ୍ତି ' ମୁଁ ତାଙ୍କ ସହ କିଛି ସମୟ ବିତାଇଛି । ତାଙ୍କ ମଧ୍ୟରେ ପ୍ରଚୁର ସାମର୍ଥ୍ୟ ରହିଛି ଦେଶକୁ ଆଗକୁ ନେବାକୁ । ସେ ଜଣେ ଉଚ୍ଚ ଶିକ୍ଷିତ ଏବଂ ବୁଦ୍ଧିମାନ ଯୁବକ । ଭାରତ ତାଙ୍କ ଭଳି ଜଣେ ଯୁବକକୁ ଦେଶର ନେତୃତ୍ବ ଦେବାକୁ ଆବଶ୍ୟକତା କରୁଛି 'ବୋଲି କହିଛନ୍ତି ପିଟ୍ରୋଡ଼ା । ତେଣୁ ବିଜେପି ରାହୁଲଙ୍କୁ ପପୁ କହି ଅଟ୍ଟହାସ୍ୟ କରିବା ନିନ୍ଦନୀୟ ଏବଂ ବୃଥା ବୋଲି ସେ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.