ETV Bharat / bharat

ଏମଏଲସି ଅଧ୍ୟକ୍ଷ ନଶିବ ପଠାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ରାହୁଲ ଗାନ୍ଧୀ - କଂଗ୍ରେସ ନେତା ନଶୀବ ପଠାନଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର ପୂର୍ବତନ ଏମଏଲସି ଅଧ୍ୟକ୍ଷ ନଶିବ ପଠାନଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଏନେଇ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ବ୍ୟକ୍ତ କରି ଏକ ଭିଡିଓ ସେୟାର କରିଛନ୍ତି ।

କଂଗ୍ରେସ ନେତା ନଶୀବ ପଠାନଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ରାହୁଲ ଗାନ୍ଧୀ

author img

By

Published : Oct 5, 2020, 11:19 AM IST

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ଏମଏଲସି ଅଧ୍ୟକ୍ଷ ନଶିବ ପଠାନଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଏନେଇ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକବ୍ୟକ୍ତ କରି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ହାଥରସର ପରିଚାଳନାକୁ ନେଇ ୟୁପି ସରକାରଙ୍କୁ ନିନ୍ଦା କରିଛନ୍ତି।

ଏଥିସହ ସେ ଏକ ଟ୍ବିଟରେ ଲେଖିଛନ୍ତି,‘ୟୁପି କଂଗ୍ରେସ ନେତା ତଥା ଏମଏଲସି ଅଧ୍ଯକ୍ଷ ନଶିବ ପଠାନ ସାହେବ କୋରୋନାରେ ପ୍ରାଣ ହରାଇଛନ୍ତି । ମୋ ସହାନଭୂତି ତାଙ୍କ ପରିବାର ସହ ଅଛି । ଯିବା ପୂର୍ବରୁ ନଶିବ ସାହେବ ଏକ ଗୁରୁତ୍ବପୂର୍ଣ୍ଣ ସନ୍ଦେଶ ଦେଇଥଲେ ।

ୱାୟାନାଡ ସାଂସଦ ସ୍ୱର୍ଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାବେଳେ କହିଛନ୍ତି ଯେ ଏହି ଭିଡିଓ ପଠାନଙ୍କ ଶେଷ ବାର୍ତ୍ତା ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯାହା ମୁଁ ଆପଣଙ୍କ ସହ ସେୟାର କରୁଛି ଏବଂ ତାଙ୍କୁ ହୃଦୟର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି’ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.